ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଡିଜିଟାଲ୍ ଆକାରରେ ସୁରକ୍ଷିତ ରାଖିବା ଏବଂ ସଠିକ୍ ତଥ୍ୟ ବଜାୟ ରଖିବା ପାଇଁ ଉଚ୍ଚ ଶିକ୍ଷା ସୂଚନା ପରିଚାଳନା ପ୍ରଣାଳୀ (HIMS) ମାଧ୍ୟମରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି ବୋଲି ଜଣାପଡ଼ିଛି। Post navigation Komna Tehsildar and ARI Suspended: ଜମି ଜାଲିଆତି ମାମଲା; କୋମନା ତହସିଲଦାର ଓ ARI ନିଲମ୍ବିତ Half-Burnt Youth Rescued Near Rasulgarh Traffic: ରାସୁଲଗଡ଼ ଛକରୁ ଅର୍ଦ୍ଧଦଗ୍ଧ ଯୁବକ ଉଦ୍ଧାର