ତାଜା ଖବର ରାଜ୍ୟ Student Biometric Attendance System In Colleges: ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଲାଗୁ ହେବ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା August 26, 2026 Papirani ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଡିଜିଟାଲ୍ ଆକାରରେ ସୁରକ୍ଷିତ ରାଖିବା ଏବଂ ସଠିକ୍ ତଥ୍ୟ ବଜାୟ ରଖିବା ପାଇଁ ଉଚ୍ଚ ଶିକ୍ଷା ସୂଚନା ପରିଚାଳନା ପ୍ରଣାଳୀ (HIMS) ମାଧ୍ୟମରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର…