ସର୍କିଟ୍ ହାଉସ୍‌ ଘଟଣାରେ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କ ବିରୋଧରେ ରାଉରକେଲା ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରିଛି। ଘଟଣାକୁ ୧୦ ଦିନ ବିତିଯାଇଥିଲେ ବି ଫେରାର ଥିବା ପ୍ରକାଶ ସେକ୍ଟର ୨୧ସ୍ଥିତ ଅଫିସକୁ ସିଲ୍ କଲା ରାଉରକେଲା ପୋଲିସ । ଏଥି ସହିତ ପ୍ରକାଶଙ୍କୁ ଗିରଫ କରିବା ପାଇଁ ପୋଲିସ କୋର୍ଟରେ ଜାମିନବିହୀନ ଗିରଫ ପରୱାନା (NBW) ପାଇଁ ଆବେଦନ କରିଛି ପୋଲିସ । ଅନ୍ୟପଟେ ପ୍ରକାଶଙ୍କୁ ଧରିବା ପାଇଁ ରାଉରକେଲା ପୋଲିସର ୪ଟି ସ୍ୱତନ୍ତ୍ର ଟିମ୍ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ ଓ ତଲାସି ଅଭିଯାନ ଜାରି ରଖିଛନ୍ତି।

 

 

Leave a Reply

Your email address will not be published. Required fields are marked *