ତାଜା ଖବର ରାଜ୍ୟ Circuit House Case: ଫେରାର ପ୍ରକାଶ ପାଶୱାନଙ୍କ ଅଫିସ୍ ସିଲ୍ କଲା ପୋଲିସ August 24, 2026 Papirani ସର୍କିଟ୍ ହାଉସ୍ ଘଟଣାରେ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କ ବିରୋଧରେ ରାଉରକେଲା ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରିଛି। ଘଟଣାକୁ ୧୦ ଦିନ ବିତିଯାଇଥିଲେ ବି ଫେରାର ଥିବା ପ୍ରକାଶ ସେକ୍ଟର ୨୧ସ୍ଥିତ ଅଫିସକୁ ସିଲ୍ କଲା ରାଉରକେଲା ପୋଲିସ । ଏଥି…