Month: November 2026

Cyclone ‘Akvan’ Threat: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଅକଭାନ୍ ମୁକାବିଲା: ବେଳାଭୂମି ପର୍ଯ୍ୟଟନ ବନ୍ଦ ଓ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି ପାଇଁ ଏସଆରସିଙ୍କ ନିର୍ଦ୍ଦେଶ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅକଭାନ (AKVAN) ଏବଂ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ (SRC) କାର୍ଯ୍ୟାଳୟ ପକ୍ଷରୁ ପର୍ଯ୍ୟଟନ ବିଭାଗର କମିଶନର…

Cyclone Akvan Alert in Odisha: ସମ୍ଭାବ୍ୟ ବାତ୍ୟା ‘ଅକଭାନ୍‌’ ପ୍ରଭାବ: ନଭେମ୍ବର ୧୯ ଓ ୨୦ ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ୍‌’ ଅଧିକ ଘନୀଭୂତ ହେବାରେ ଲାଗିଛି, ଯାହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ୧୯ ଏବଂ ୨୦…

Woman Sets Herself On Fire Outside Cafe In Patia: ଭୁବନେଶ୍ୱରରେ ମର୍ମନ୍ତୁଦ କାଣ୍ଡ: ପୁରୁଷ ବନ୍ଧୁଙ୍କ ସହ ବଚସା ପରେ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବତୀ

ରାଜଧାନୀର ଇନ୍ଫୋସିଟି ଥାନା ପଥରଗାଡ଼ିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ହୋଇଥିବା ଏକ ଯୁକ୍ତିତର୍କ ପରେ ଚରମ ନିଷ୍ପତ୍ତି ନେଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…

Cyclone Akvan Changes Track Likely to Pass Through Southern Odisha

Cyclone Akvan: ଭୀଷଣ ବାତ୍ୟାର ରୂପ ନେଲା ଅକ୍‌ୱାନ୍, ବଦଳୁଛି ଗତିପଥ, ଦକ୍ଷିଣ ଓଡ଼ିଶା ଦେଇ ଅତିକ୍ରମ କରିବା ସମ୍ଭାବନା

ଶକ୍ତିଶାଳୀ ହେଉଛି ବାତ୍ୟା ‘ଅକୱାନ୍’। ଅବପାତରୁ ଗଭୀର ଅବପାତ ଏବଂ ପରେ ବାତ୍ୟାର ରୂପ ନେଇଥିବା ‘ଅକୱାନ୍’ ଏବେ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସକାଳ ୫ଟା ୩୦ ମିନିଟ୍‌ର ପର୍ଯ୍ୟବେକ୍ଷଣ ଅନୁଯାୟୀ, ବାତ୍ୟା ‘ଅକୱାନ୍’…

Government Focuses on Women’s Empowerment: ଡବଲ୍ ଇଞ୍ଜିନ୍ ସରକାରରେ ମହିଳାମାନଙ୍କ ପ୍ରଗତି ଦୁଇଗୁଣ

ଡବଲ୍ ଇଞ୍ଜିନ୍ ସରକାରରେ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ପ୍ରଗତିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ ଆର୍ଥିକ ସହାୟତା ସହ ବଜାର ସୁବିଧା ଯୋଗାଇ ଦିଆଯାଉଛି ବୋଲି ମିଶନ ଶକ୍ତି…

BJD Legislature Party Meeting at Sankha Bhawan: ବିଜେଡି ବିଧାୟକ ଦଳ ବୈଠକ; ‘ଡବଲ ଇଞ୍ଜିନ୍’ ସରକାର ଉପରେ ବର୍ଷିଲେ ନବୀନ

ବିଧାନ ସଭାର ଶୀତ ଅଧିବେଶନ ପୂର୍ବରୁ ଆଜି ସନ୍ଧ୍ୟାରେ ଶଙ୍ଖ ଭବନଠାରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହରେ ରାଜ୍ୟ ସରକାରଙ୍କୁ…

Rs 6.5 Cr Sanctioned for Cyclone Akvan Preparedness and Emergency Measures

Cyclone Akvan Alert: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା; ୩ ଜିଲ୍ଲାକୁ ୬.୫ କୋଟିର ଅଗ୍ରିମ ସହାୟତା

ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପାଣିପାଗ ପରିସ୍ଥିତି, ସମ୍ଭାବ୍ୟ ସ୍ଥାନାନ୍ତରଣ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ…

BJP Accuses BJD of Misinformation on Welfare Schemes: କେବଳ ମିଛ ନ୍ୟାରେଟିଭ କରି ସରକାରଙ୍କୁ ବଦନାମ କରୁଛି ବିଜେଡି: ସନ୍ତୋଷ ଖଟୁଆ

ରାଜ୍ୟ ରାଜନୀତିରେ ଏବେ ବିକାଶ ବନାମ ମିଥ୍ୟା ଅପପ୍ରଚାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ ବିଜେଡି ସରକାର ସମୟର ଅନିୟମିତତା ଏବଂ ବର୍ତ୍ତମାନର ବିଜେପି ସରକାରଙ୍କ ଲୋକାଭିମୁଖୀ ଯୋଜନାର ତଥ୍ୟ ରଖି ବିରୋଧୀ ଦଳକୁ କଡ଼ା ସମାଲୋଚନା କରିଛନ୍ତି ବିଧାୟକ…

Congress to Hold Samvidhan Raksha Marches on Nov 26: ନଭେମ୍ବର ୨୬ରେ କଂଗ୍ରେସର ବିଶାଳ ପଦଯାତ୍ରା ଓ ବାଇକ୍ ର‍୍ୟାଲି: ଲୋୟର ପିଏମଜିରେ ଗର୍ଜିବେ ୧୦ ହଜାର କର୍ମୀ

ଆସନ୍ତା ୨୫ ଓ ୨୬ ନଭେମ୍ବରରେ ସମଗ୍ର ଓଡ଼ିଶାରେ କଂଗ୍ରେସ ପକ୍ଷରୁ ଏକ ବିରାଟ ଶକ୍ତି ପ୍ରଦର୍ଶନ କରାଯିବାକୁ ଯାଉଛି, ଯାହାଫଳରେ ଉକ୍ତ ଦୁଇଦିନ ରାଜ୍ୟବ୍ୟାପୀ ବାତାବରଣ ସମ୍ପୂର୍ଣ୍ଣ ଭାବେ କଂଗ୍ରେସମୟ ହୋଇଯିବ। ମଙ୍ଗଳବାର ମଧ୍ୟାହ୍ନରେ ଗଣମାଧ୍ୟମକୁ ସମ୍ବୋଧନ କରି ପିସିସି…

Cyclone Akvan Alert: ବାତ୍ୟା ‘ଅକ୍‌ଭାନ୍’ର ନୂଆ ଗତିପଥ: ଓଡ଼ିଶାକୁ ଛୁଇଁବ ବାହ୍ୟ ବଳୟ

ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍‌ଭାନ୍’ ର ନୂଆ ଗତିପଥ ସାମ୍ନାକୁ ଆସିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ରିପୋର୍ଟ ଅନୁଯାୟୀ, ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ଟୁନି ମଧ୍ୟରେ ସ୍ଥଳଭାଗ…