Month: November 2026

Odisha Cyclone Alert: ବାତ୍ୟା ଅକଭାନ୍ ଆଲର୍ଟ: ରାଜ୍ୟର ୮ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା

ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଅତ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ୮ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ…

Odisha Assembly: ବିଧାନସଭାରେ ହଟ୍ଟଗୋଳ: ଆସନ୍ତାକାଲି ସକାଳ ୧୦:୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ

ଓଡ଼ିଶା ବିଧାନସଭାର ୨୦୨୬ ଶୀତକାଳୀନ ଅଧିବେଶନ ବୁଧବାର ଦିନ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହୋଇଛି। ବିରୋଧୀ ଦଳର ଲଗାତାର ପ୍ରତିବାଦ ଓ ନାରାବାଜି ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ…

Cyclone Akvan Preparedness: ରାଜ୍ୟରେ ବାତ୍ୟା ମୁକାବିଲା ପ୍ରସ୍ତୁତି: ରାସ୍ତା ସଫା ଓ ଗଛ କାଟିବା ପାଇଁ ମୁତୟନ ହେଲେ ୧୦୦ OFDC ଟିମ୍

ଆସନ୍ତା ବାତ୍ୟା ‘ଅଭ୍‌କନ୍’ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମକୁ ୧୧ଟି ଉପକୂଳବର୍ତ୍ତୀ ଏବଂ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ତୁରନ୍ତ ୧୦୦ଟି ସ୍ୱତନ୍ତ୍ର ଟିମ୍…

Cyclone ‘Akvan’ Preparations: ସମ୍ଭାବ୍ୟ ବାତ୍ୟା ଅକଭାନ୍ ମୁକାବିଲା: ୪ଟି ଜିଲ୍ଲା ପାଇଁ ୪ ବରିଷ୍ଠ IAS ଅଫିସରଙ୍କୁ ମିଳିଲା ଦାୟିତ୍ୱ

ବଙ୍ଗୋପସାଗରରେ ସୃଷ୍ଟି ଭୀଷଣ ବାତ୍ୟା ‘ଅକଭାନ୍’ କ୍ରମଶଃ ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡକୁ ମୁହାଁଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରଶାସନିକ ପ୍ରସ୍ତୁତିକୁ ବ୍ୟାପକ କରିଛନ୍ତି। ଏହାର ମୁକାବିଲା ତଥା ପ୍ରସ୍ତୁତି, ରିଲିଫ୍ ଏବଂ…

Cyclone Akvan Threat: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା: ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଜୋରଦାର

ସମ୍ଭାବ୍ୟ ବାତ୍ୟାଜନିତ ପାଣିପାଗ ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟରେ ବନ୍ୟା ମୁକାବିଲା ପ୍ରସ୍ତୁତିକୁ ଜୋରଦାର କରିଛି ରାଜ୍ୟ ଜଳ ସମ୍ପଦ ବିଭାଗ। ସମସ୍ତ ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜରମାନଙ୍କୁ ସତର୍କ ରହିବା ସହ…

Gundicha Temple Darshan Suspended From Nov 19 To 21: ସମ୍ଭାବ୍ୟ ବାତ୍ୟା ପାଇଁ ଆସନ୍ତା ୧୯ରୁ ୨୧ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶରଧାବାଲିରେ ପ୍ରବେଶ ବନ୍ଦ

ସମ୍ଭାବ୍ୟ ବାତ୍ୟା ଏବଂ ଅତି ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ପୁରୀସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ଦିନ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ବୁଧବାର ସୂଚନା ଦେଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର…

Odisha Assembly Adjourned Till 4 PM: ଶୀତ ଅଧିବେଶନର ପ୍ରଥମ ଦିନରେ ହଟ୍ଟଗୋଳ; ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

ସପ୍ତଦଶ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହୋଇଛି। କୋଟିଆ ସୀମା ବିବାଦ ଏବଂ ଗଞ୍ଜାମ ସମେତ ଉପକୂଳବର୍ତ୍ତୀ ଜିଲ୍ଲାର ବନ୍ୟା ପୀଡ଼ିତଙ୍କ ସମସ୍ୟାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ବିରୋଧ…

Akvan Likely to Cross Between Machilipatnam and Puri: ମଛଲିପାଟନମ୍ ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ଅକଭାନ୍‌’

ବାତ୍ୟା ‘ଅକଭାନ୍‌’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ’ ଧୀରେ ଧୀରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସଦ୍ୟତମ ସୂଚନା ଅନୁଯାୟୀ, ଏହା ଆନ୍ଧ୍ରପ୍ରଦେଶର ମଛଲିପାଟନମ୍…

Mega Free Health Camp in Jajpur Benefits Over 10,000 People

Free Health Camp in Jajpur: ଯାଜପୁରରେ ଜନସେବାର ମହାଅଭିଯାନ: ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ୧୦ ହଜାରରୁ ଊର୍ଦ୍ଧ୍ୱ ଉପକୃତ

ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ଗୁଣାତ୍ମକ ଓ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ଯାଜପୁର ଜିଲ୍ଲାର ବିରିପଟଣାଠାରେ ଏକ ବିଶାଳ ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ତଥା ଓଡ଼ିଶା…

Cyclone Akvan Threat: ସମ୍ଭାବ୍ୟ ବାତ୍ୟା ମୁକାବିଲା: ଖୋର୍ଦ୍ଧାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ସମ୍ଭାବ୍ୟ ବାତ୍ୟା ଅକଭାନ୍ ଆଶଙ୍କାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କର ଛୁଟି ସମ୍ପୂର୍ଣ୍ଣ ଭାବରେ ବାତିଲ୍ କରାଯାଇଛି। ଆଗାମୀ ୬ ଦିନ ଅର୍ଥାତ୍ ନଭେମ୍ବର…