Month: November 2026

Railways Alters Train Schedules Over Cyclone Threat: ବାତ୍ୟା ଆଲର୍ଟ: ୨୩ଟି ଟ୍ରେନ୍‌ର ସମୟ ପରିବର୍ତ୍ତନ କଲା ପୂର୍ବତଟ ରେଳବାଇ; ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ

ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା ଜାରି ହେବା ପରେ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ନଭେମ୍ବର ୧୮ ରୁ ୨୦, ୨୦୨୬ ମଧ୍ୟରେ ଯାତ୍ରା କରିବାକୁ ଥିବା ୨୩ଟି…

Kolkata Cyber Police Raid in BBSR: ୯ ଲକ୍ଷ ଠକେଇ ମାମଲା: ଭୁବନେଶ୍ୱରରେ କୋଲକାତା ସାଇବର ପୋଲିସର ରେଡ୍; ୩ ମହିଳାଙ୍କ ସମେତ ୧୬ ଗିରଫ

ରାଜଧାନୀ ଭୁବନେଶ୍ୱରର ପାହାଳ ଅଞ୍ଚଳରେ ଥିବା ଭାରତ ବିହାରରେ କୋଲକାତା ସାଇବର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ୯ ଲକ୍ଷ ଟଙ୍କାର ସାଇବର ଠକେଇ ମାମଲାରେ ପୋଲିସ ୩ ମହିଳାଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ…

Cyclone Akvan likely to make landfall close to Gopalpur

Cyclone Akvan Updates: ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଅକବାନ’

ପାଣିପାଗ ବିଭାଗର ଆକଳନ ଅନୁସାରେ, ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଅକବାନ’ । ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟି ଭୀଷଣ ବାତ୍ୟା ‘ଅକବାନ’ ଧୀରେ ଧୀରେ ଉତ୍ତର ଦିଗକୁ ଗତି…

Rs 24,150 Crore Supplementary Budget Presented: ୨୦୨୬-୨୭ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଓଡ଼ିଶା ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ଅତିରିକ୍ତ ବଜେଟ୍‌ରେ…

Cyclone Akvan: Odisha CM Reviews Preparations, Emphasizes ‘Zero Casualty’

Cyclone Akvan Preparedness: ବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ୱ

ସମ୍ଭାବ୍ୟ ବାତ୍ୟା ‘ଅକବାନ’ ର ମୁକାବିଲା ଏବଂ ଏହାର ସମସ୍ତ ପ୍ରସ୍ତୁତି ପର୍ବକୁ ନେଇ ଆଜି ରାଜ୍ୟ ଏସ.ଆର୍.ସି. (SRC) କଣ୍ଟ୍ରୋଲ ରୁମ୍‌ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Cyclone Akvan: Naveen Urges People to Stay Alert, Safe and Cooperate with Admin

Cyclone Akvan: ବାତ୍ୟା ‘ଅକବାନ’ ପରିପ୍ରେକ୍ଷୀରେ ସତର୍କ ଓ ସଜାଗ ରହି ପ୍ରଶାସନକୁ ସହଯୋଗ କରିବାକୁ ନବୀନଙ୍କ ନିବେଦନ

ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ ଓ ସଜାଗ ରହିବା ସହ…

10 Senior IAS Officers Deployed on 24-Hour Duty to Tackle Cyclone Akvan in Odisha

Cyclone Akvan Update: ବାତ୍ୟା ‘ଅକ୍‌ୱାନ’ ମୁକାବିଲା ପାଇଁ ୨୪ ଘଣ୍ଟିଆ ଡ୍ୟୁଟିରେ ୧୦ ବରିଷ୍ଠ IAS ଅଧିକାରୀ

ସମ୍ଭାବ୍ୟ ବାତ୍ୟା ‘ଅକ୍‌ୱାନ’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟାର ମୁକାବିଲା ଏବଂ ବିପର୍ଯ୍ୟୟ ପରିଚାଳନାକୁ ସୁଗମ କରିବା ପାଇଁ ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରାଯାଇଛି…

Kandhamala Admin Seals Kalinga and Gajalbadi Ghat Roads Ahead of Cyclone Akvan

Cyclone Akvan Preparedness: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗା ଓ ଗାଜଲବାଡ଼ି ଘାଟି ରାସ୍ତା ସିଲ୍‌

ସମ୍ଭାବ୍ୟ ବାତ୍ୟା ‘ଅକ୍‌ୱାନ’ ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଜିଲ୍ଲାର କଳିଙ୍ଗା ଓ ଗାଜଲବାଡ଼ି ଘାଟି ରାସ୍ତାକୁ ସିଲ୍‌ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି…

Puri Halts Srimandir Darshan for Habishyalis: ବାତ୍ୟା ଆକଭନ୍‌ ଭୟ: ପୁରୀ ଶ୍ରୀମନ୍ଦିରରେ ୩ ଦିନ ପାଇଁ ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ

ସମ୍ଭାବ୍ୟ ବାତ୍ୟା ‘ଆକଭାନ୍’ (Cyclone Akvan) ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା କଟକଣା ଜାରି କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୩ ଦିନ ଧରି ଶ୍ରୀଜଗନ୍ନାଥ ମନ୍ଦିରରେ ହବିଷ୍ୟାଳୀମାନଙ୍କ ଦର୍ଶନ ଉପରେ ରୋକ୍ ଲଗାଯାଇଛି। କାର୍ତ୍ତିକ…

Orissa HC Stays Hockey India Elections: ହକି ଇଣ୍ଡିଆ ନିର୍ବାଚନ ସ୍ଥଗିତ ରଖିଲେ ଓଡ଼ିଶା ହାଇକୋର୍ଟ

ହକି ଇଣ୍ଡିଆର ନିର୍ବାଚନକୁ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହକି ଇଣ୍ଡିଆର ନିର୍ବାଚନ ଉପରେ ପୂର୍ବରୁ ଜାରି କରିଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି…