Month: May 2024

ହାତୀ ଆକ୍ରମଣରେ ଚାଲିଗଲା କ୍ୟାମେରାମ୍ୟାନଙ୍କ ଜୀବନ

ଜଙ୍ଗଲି ହାତୀ ଆକ୍ରମଣରେ ବୁଧବାର କେରଳର ପାଲକ୍କଡ ଜିଲ୍ଲାରେ ଖବର ସଂଗ୍ରହ ବେଳେ ଗୋଟିଏ ପ୍ରମୁଖ ମାଲାୟାଲମ୍ ନ୍ୟୁଜ୍ ଚ୍ୟାନେଲର ଜଣେ ୩୪ ବର୍ଷୀୟ କ୍ୟାମେରାମ୍ୟାନ ପ୍ରାଣ ହରାଇଛନ୍ତି। ଚ୍ୟାନେଲ ସୂତ୍ରରୁ ପ୍ରକାଶ ଯେ, ମାତୃଭୂମି ନ୍ୟୁଜ୍ ରେ କାମ କରୁଥିବା…

ବିଜେଡିକୁ ଭାଙ୍ଗିବାର ଆବଶ୍ୟକ ନାହିଁ, ବିଜେଡି ଆପେ ଭାଙ୍ଗିଯିବ : ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର ; ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହଁ ବରଂ ରାଉଣ୍ଡ ନେତା ସାଜିଛନ୍ତି । ଓଡିଶାବାସିଙ୍କ ସୁଖ ଦୁଃଖର ସାଥୀ ହେବା ପାଇଁ ଦୀର୍ଘ ୨୫ ବର୍ଷ ଧରି ଶାସକ ବିଜେଡିକୁ ଭୋଟ ଦେଇ ନିର୍ବାଚିତ କରିଆସୁଛନ୍ତି । ବିଜୁ ବାବୁଙ୍କୁ…

ତାତି ରୁ ମିଳିଲା ସାମାନ୍ୟ ତ୍ରାହି

ଭୁବନେଶ୍ୱର ; ଗତ ୨ ଦିନ ହେବ ତାତିରୁ ରାଜ୍ୟବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ସଂଧ୍ୟାରେ ରାଜଧାନୀରେ ମାଡ଼ି ଆସିଲା କାଳବୈଶାଖୀ ବର୍ଷା । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ ପ୍ରବଳ ବେଗରେ ପବନ ମଧ୍ୟ ବହୁଥିବା ଦେଖିବାକୁ ମିଳିଛି…

ଇସ୍ତଫା ଦେଲେ ସାମ ପିଟ୍ରୋଡା

ବିବାଦୀୟ ବୟାନ ଦେଇ ଫସିଲେ ସାମ ପିଟ୍ରୋଡା । ‘ପ୍ରଥମେ ଉତ୍ତରାଧିକାରୀ କର’ ବୟାନ ଦେଇ ବିବାଦ ଘେରକୁ ଆସିଥିବା ଇଣ୍ଡିଆନ ଓଭରସିଜ କଂଗ୍ରେସର ସଭାପତି ସାମ ପିଟ୍ରୋଡା ଆଉଥରେ ବର୍ଣ୍ଣ ବୈଷମ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି । ନିଜ…

ବିଜେଡିକୁ ଜିତାଇବା ପାଇଁ ନିଜର ହିତାହିତ ଜ୍ଞାନ ହରାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା: ବିଜେପି

ଭୁବନେଶ୍ୱର, ତା.୦୮/୦୫: ସଠିକ୍ ଖବର ନରଖି ନିର୍ବାଚନ ପ୍ରଚାର କରିବା ମୁର୍ଖାମୀ । ବିଜେଡି ଦଳକୁ ଜିତାଇବା ପାଇଁ ନିଜର ହିତାହିତ ଜ୍ଞାନ ହରାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା । ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ବିଜେଡିର ଷ୍ଟାର କ୍ୟାମ୍ପନର ଲିଷ୍ଟର ୨ନମ୍ବର ସ୍ଥାନରେ ଅଛନ୍ତି…

ବିଜେପି ଲିଙ୍କରେ ବିଜେଡିର ବହୁତ ନେତା!

ବିଜେଡି ନେତା ପାଣ୍ଡିଆନଙ୍କ ମନ୍ତବ୍ୟକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହନ୍ତି ନା, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି। ଆଉ ଏମାନେ…

ବିମାନବନ୍ଦରରୁ ୩ କେଜିରୁ ଅଧିକ ସୁନା ଜବତ

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହୋଇଛି ୩ କେଜିରୁ ଅଧିକ ସୁନା । ଜବତ ସୁନାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ। ଦୁବାଇରୁ ଭୁବନେଶ୍ୱର ଆସିଥିବା ୪ ଜଣ ଯାତ୍ରୀଙ୍କ ଠାରୁ ମୋଟ ୩…

ବିଜେଡିକୁ ଟାର୍ଗେଟ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବିଜେଡିକୁ ଟାର୍ଗେଟ୍ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଆଜି କୋରାପୁଟ ଜିଲ୍ଲା କୁନ୍ଦ୍ରାରେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ବିଜେଡି ଆଦିବାସୀଙ୍କୁ କେବଳ ଭୋଟ…

ଘରେ ବସି ପୋଷ୍ଟାଲ୍ ବାଲାଟ୍ ଯୋଗେ ଭୋଟ ଦେଲେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ

ମେ ୧୩ ତାରିଖରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପଡ଼ିବ ଭୋଟ । ଏହା ପୂର୍ବରୁ ଘରେ ବସି ପୋଷ୍ଟାଲ୍ ବାଲାଟ୍ ଯୋଗେ ଭୋଟ ଦେଲେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ । ନିର୍ବାଚନ ଅଧିକାରୀମାନେ ଘରକୁ ଘର ବୁଲି ସେମାନଙ୍କୁ…

ଅନୁଭବ ମହାନ୍ତିଙ୍କୁ ଝଟକା; ଘରୋଇ ହିଂସା ମାମଲାରେ ଚାର୍ଜ ଫ୍ରେମ୍ ପାଇଁ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ

ପୁଣି ଅଡୁଆରେ ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତି। ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ । ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ କରିଦେଇଛନ୍ତି । ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ…