Month: May 2024

ଆଜି ପବିତ୍ର ଅକ୍ଷୟ ତୃତୀୟା: ଆଜିଠାରୁ ଆରମ୍ଭ ରଥନିର୍ମାଣ ପାଇଁ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ବହୁ ମହତ୍ତ୍ୱ ରହିଛି। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ହି ପବିତ୍ର ଦିନରେ କରାଯାଉଥିବା ସ୍ନାନ, ଦାନ, ଯଜ୍ଞ ଭଳି ବିଭିନ୍ନ କର୍ମର ବହୁ ପୁଣ୍ୟଫଳ…

ଆଜି ରାଜଧାନୀରେ ମୋଦିଙ୍କ ରୋଡ ସୋ,ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଭୁବନେଶ୍ୱରରେ କରିବେ ରୋଡ ସୋ। ଏଥି ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଠାରୁ ବାଣୀ ବିହାର ଯାଏଁ ରାସ୍ତା ସିଲ୍ ରହିବ। ଆଜି ଅପରାହ୍ନ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡ଼ି ଚଳାଚଳ…

ପଦ୍ମଶ୍ରୀ ଉପାଧିରେ ବିଭୂଷିତ ଦୁଇ ଓଡ଼ିଆ ପ୍ରତିଭା

ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନରେ ସମ୍ମନିତ ହୋଇଛନ୍ତି ଓଡ଼ିଶାର ଦୁଇ ପୁଅ । ଲୋକକଳା ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ଓ ଖୋର୍ଦ୍ଧାର ପଟ୍ଟଚିତ୍ର କଳାକାର ବିନୋଦ ମହାରଣାଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର । ଗୁରୁବାର ସେ ରାଷ୍ଟ୍ରପତି ଦ୍ରୌପଦୀ…

ବିଜେଡିର ନିର୍ବାଚନ ଇସ୍ତାହାର ପ୍ରକାଶିତ , ଭୋଟ ହାତେଇବା ପାଇଁ ମାରିଛି ଧୂଆଁ ବାଣ

ପ୍ରକାଶ ପାଇଲା ବିଜେଡିର ନିର୍ବାଚନ ଇସ୍ତାହାର (ମେନିଫେଷ୍ଟୋ)। ଏହି ମନିଫେଷ୍ଟୋରେ ବିଜେଡି ନିଜର ଆତ୍ମ ପ୍ରଚାର କରିଛି କହିଲେ ଭୁଲ ହେବନି। ଗତ ୨୪ ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା…

କାଲି ନାମାଙ୍କନ ଭରିବେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା;କାଲି ନାମାଙ୍କନ ଭରିବେ କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । କାଲି ସକାଳ ୯ଟାରେ ସେ ରାମ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ବାହାରିବେ । ସହରରେ ଦଳୀୟ କର୍ମୀଙ୍କୁ ନେଇ ଶୋଭାଯାତ୍ରା ହେବ । ଏହା ପରେ…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ :୮ ମୃତ

ତାମିଲନାଡୁ; ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ମହିଳାଙ୍କ ସମେତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଆଉ ୧୨ ଜଣ ଗୁରୁତରଭାବେ ପୋଡ଼ିଯାଇଥିବା ଜଣାଯାଇଛି । ସେମାନଙ୍କ…

କୃଷ୍ଣପ୍ରସାଦରେ ଗଡ଼କରୀଙ୍କ ବଡ ଘୋଷଣା,ଭୁବନେଶ୍ୱର ରିଂ ରୋଡ୍ କାମ ଅକ୍ଟୋବରରୁ ଆରମ୍ଭ

ପୁରୀ କୃଷ୍ଣପ୍ରସାଦରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । କୃଷ୍ଣପ୍ରସାଦରେ ବିଶାଳ ଜନସଭାକୁ ସମ୍ବୋଧନ କରି ବଡ ଘୋଷଣା କରିଛନ୍ତି ଗଡ଼କରୀ। ରାଞ୍ଚିରୁ ସମ୍ବଲପୁର ୪ ଲେନ୍‌ ରାସ୍ତା ହେବ, ନିର୍ବାଚନ ପରେ କାମ ଆରମ୍ଭ ଘୋଷଣା କଲେ ଗଡ଼କରୀ।ଭୁବନେଶ୍ୱର ରିଂ…

ମୋଦୀଙ୍କ ରୋଡ ଶୋ’ ପାଇଁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି

ମୋଦୀଙ୍କ ରୋଡ ଶୋ’ ପାଇଁ ଜାରିହେଲା ଟ୍ରାଫିକ ନିର୍ଦ୍ଦେଶନାମା । ମୋଦୀଙ୍କ ରୋଡ ଶୋ’ ସମୟରେ ବନ୍ଦ ରହିବ ସମସ୍ତ ଯାନବାହାନ ଚଳାଚଳ। ଦିନ ୨ଟାଠାରୁ ଯାନବାହନ ଉପରେ କଟକଣା ଲଗାଯିବ । ୪ଟା ପରଠୁ କୌଣସି ଯାନବାହନ ଯିବା ଆସିବା…

ବିଜେପି ସରକାରକୁ ଆସିଲେ ମିଳିବ ସବୁ ସୁବିଧା: ଅପରାଜିତା ଷଡଙ୍ଗୀ

ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ରାଜ୍ୟରୁ ଦାଦନ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ୁଛି । ୨୨ଟି ରାଜ୍ୟରେ ବେକାରୀ ସମସ୍ୟାରେ ଓଡିଶା ନମ୍ବର ୧ ରେ…

ବ୍ରହ୍ମପୁର ଗଣଦୁଷ୍କର୍ମ ଘଟଣାରେ ବିଜେପିର ବିକ୍ଷୋଭ

ବ୍ରହ୍ମପୁର; ବ୍ରହ୍ମପୁରରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ତେଜିଲା ପ୍ରତିବାଦ । ପୀଡିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ କରୁଛି ବିଜେପି । ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ବିଜେପି ମହିଳା ମୋର୍ଚ୍ଚା । ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ…