Month: May 2024

ତୀର୍ଥଯାତ୍ରୀ ବସ ଓଲଟି ୨୧ମୃତ, ୪୦ଆହତ

ଜମ୍ମୁରେ ବଡ଼ ଧରଣର ବସ ଦୁର୍ଘଟଣା ଘଟିଛି । ଜମ୍ମୁର ଅଖନୁର ଚୁଙ୍ଗି ଅଞ୍ଚଳ ଘାଟିରେ ବସ୍ ଖସି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି…

ବିଜେଡିକୁ ପାଠ ପଢ଼ାଇଲେ ଅଶ୍ୱିନୀ ବୈଷ୍ଣବ

ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଜେଡି ମିଛ ପଦାରେ ପକାଇଛନ୍ତି ଅଶ୍ୱିନୀ। ସୋସିଆଲ ମିଡିଆ ଏକ୍ସରେ କିଛି ତଥ୍ୟ ପୋଷ୍ଟ କରି ଲେଖିଛନ୍ତି ବିଜେଡି କହୁଛି ଓଡ଼ିଶାରେ ଟେଲି ସଂଯୋଗ ଖରାପ ରହିଛି ହେଲେ ବାସ୍ତବ ସତ…

ଗୁଳୁଗୁଳିରେ ହନ୍ତସନ୍ତ ରାଜ୍ୟବାସୀ : ୨ଟା ୩୦ ସୁଦ୍ଧା ୪୬ ଟପିଲା ପାରଦ

ପୁଣି ଆଜି ରାଜ୍ୟରେ ଅସହ୍ୟ ତାତି। ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ସକାଳ ସାଢ଼େ ୫ଟାରେ ଭୁବନେଶ୍ୱର ତାପମାତ୍ରା ୩୧ ଡିଗ୍ରୀ ଥିବା ବେଳେ ଆର୍ଦ୍ରତା ୮୭%…

ସୁନା ଚୋରା ଚାଲାଣ କରି ଧରାହେଲେ ଶଶି ଥରୁରଙ୍କ ପୂର୍ବତନ ପିଏ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ସୁନା ଚୋରା ଚାଲାଣ ମାମଲାରେ କଷ୍ଟମ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ନିଜକୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ବ୍ୟକ୍ତିଗତ ସହାୟକ ବୋଲି ନିଜ ପରିଚୟ ଦେଇଛନ୍ତି । କଷ୍ଟମ…

ପାଣ୍ଡିଆନ ଦ୍ୱାରା ହୋଇଥିବା କ୍ଷତି ଭରଣା ପାଇଁ ନବୀନଙ୍କ ଶେଷ ଚେଷ୍ଟା

ବିଜେଡିରେ କିଏ ତାଙ୍କ ଉତ୍ତରାଧିକାରୀ ହେବ, ଏହାଙ୍କ ନେଇ ଆଲୋଚନା ଚାଲିଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ନବୀନ ଆଜି ସ୍ପଷ୍ଟ କରିଛନ୍ତି। ତାହା ସହ…

ମିଶିକି ଅଛନ୍ତି ବିଜେଡି-ବିଜେପି: ରାହୁଲ ଗାନ୍ଧୀ

ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ନେତା ରାହୁଲ…

ଆହତଙ୍କୁ ଭେଟି ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହତମାନଙ୍କୁ ଭେଟିଛନ୍ତି। ଭୁବନେଶ୍ୱର ସମ ହସ୍ପିଟାଲରେ ଗୁରୁତର ଆହାତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ବରିଷ୍ଠ ଡାକ୍ତରଙ୍କ ସହ ଚିକିତ୍ସା ବ୍ୟବସ୍ଥା ବିଷୟରେ…

କେରଳ ଛୁଇଁଲା ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଅର୍ଥାତ ୩୦ ତାରିଖ ଦିନ କେରଳ ଛୁଇଁଛି । ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ(IMD) ସୂଚନା ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା…

ଆଜିଠୁ କନ୍ୟାକୁମାରୀରେ ଧ୍ୟାନରେ ବସିବେ ମୋଦି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ପ୍ରଚାର ଆଜି ଶେଷ ହେଉଛି ।ଏହି ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଦୁଇ ଦିନ ପାଇଁ କନ୍ୟାକୁମାରୀରେ ବିବେକାନନ୍ଦ ମେମୋରିଆଲ୍ ରକ୍ ଉପରେ ଧ୍ୟାନ କରିବେ |…

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟ ଓ ଦେଶରେ ପ୍ରଚାରର ଶେଷ ଦିନ । ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ଓ ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । ଆଜି ସନ୍ଧ୍ୟା ସୁଦ୍ଧା ସବୁ ଦଳ ପ୍ରଚାର…