Month: May 2024

ଆସନ୍ତା କାଲି ସକାଳ ୭ଟାରେ ଶ୍ରୀଜିଉଙ୍କୁ ଦର୍ଶନ କରି ରୋଡ ସୋ’ କରିବେ ମୋଦୀ

ଆଜି ଓଡ଼ିଶା ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା କାଲି ପୁରୀ ବଡ଼ଦାଣ୍ଡରେ ରୋଡ ସୋ’ କରିବେ ମୋଦୀ। ପୁରୀ ଗସ୍ତକୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ୍ କରି ସବିଶେଷ ସୂଚନା ଦିଆଯାଇଛି। ପ୍ରେସମିଟରେ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ…

ଗଞ୍ଜାମ ଖଲ୍ଲିକୋଟରେ ରାଜନୈତିକ ହିଂସା ଘଟଣା

ଗଞ୍ଜାମ ଖଲ୍ଲିକୋଟରେ ନିର୍ବାଚନୀ ହିଂସାରେ ଜଣଙ୍କୁ ହତ୍ୟା ଘଟଣାର ତଦନ୍ତ କରିବା ପାଇଁ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସଆଇଟି ଶ୍ରୀକୃଷ୍ଣଶରଣପୁରରେ ପହଞ୍ଚିଛି । ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର…

ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ

ବିଜେଡ଼ିରୁ ଇସ୍ତଫା ଦେବାର ମାତ୍ର କେଇ ଘଣ୍ଟା ପରେ ପଦ୍ମ ଧରିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସମୀର ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ…

ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟ ନାଥ

ରାଜ୍ୟରେ ବିଜେପି ସପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ଦଳର ବରିଷ୍ଠ ତଥା ହେଭିୱେଟ୍ ନେତାମାନେ ଏବେ ଓଡ଼ିଶା ମୁହାଁ ହୋଇଥିବା ବେଳେ ସଧାରଣ ନିର୍ବାଚନ ପାଇଁ ସାମିଲ୍ ହୋଇପାରନ୍ତି ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।…

ଆସନ୍ତା କାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୫ ଲୋକସଭା ସହ ୩୫ ବିଧାନସଭାରେ ପଡିବ ଭୋଟ

ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ପଡ଼ିବ ଭୋଟ୍। ୫ ଲୋକସଭା ଆସନ ପାଇଁ ମୈଦାନରେ ୪୦ ପ୍ରାର୍ଥୀ। ୩୫ ବିଧାନସଭା ଆସନ ପାଇଁ ଦୌଡ଼ରେ ଅଛନ୍ତି ୨୬୫ ପ୍ରାର୍ଥୀ। ବରଗଡ଼, ସୁନ୍ଦରଗଡ଼,…

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଥିବା ୫ ମାମଲାରୁ ୪ ପ୍ରତ୍ୟାହାର କରିବାକୁ ଦାଖଲ ହୋଇଛି ସତ୍ୟପାଠ

ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଟାଟା କମ୍ପାନିରେ ନିଯୁକ୍ତି ନେଇ ହୋଇଥିବା ଠକେଇ ମାମଲାରେ ଆସିଛି ନୂଆ ମୋଡ଼। ଏହି ମାମଲାରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଗଞ୍ଜାମ ଜିଲ୍ଲାରେ ୫ଟି ମାମଲା ରୁଜୁ ହୋଇଥିଲା।…

ବିଜେଡି ଛାଡିଲେ ସମୀର

ନିମାପଡ଼ାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଯାହା ଅନୁମାନ କରାଯାଉଥିଲା ଆଜି ସେଇଆ ହେଲା ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ।ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସମୀର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ…

ସ୍କର୍ପିଓରୁ ୩ ଲକ୍ଷ ୪୦ ହଜାର ଟଙ୍କା ଜବତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଡୁଙ୍ଗୁରିପାଲି ବ୍ଲକ ଗଣିଆ ଗାଁ ନିକଟରେ ଗାଡ଼ିମୋଟର ଯାଞ୍ଚବେଳେ ଏକ ସ୍କର୍ପିଓରୁ ୩ ଲକ୍ଷ ୪୦ ହଜାର ଟଙ୍କା ମିଳିଛି । ଆହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଏହି ୨…

ସମସ୍ତଙ୍କ ଘରୁ ବିଜୁଳି ମିଟର ଖୋଲି ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ଗୋଲକ ମହାପାତ୍ର

ଭୁବନେଶ୍ୱର : ମାଗଣା ବିଜୁଳି ପ୍ରସଙ୍ଗରେ ଜୋର ଧରିଲା ରାଜନୀତି । ବିଜୁ ଜନତା ଦଳ ମାଗଣା ବିଜୁଳି ନେଇ ଗ୍ୟାରେଣ୍ଟି ଦେବା ପରେ ଏହାକୁ କାଉଣ୍ଟର କରିଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ନିର୍ବାଚନ ଆସିଲେ ମିଛ ପ୍ରତିଶୃତି…

ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନ ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦମାନଙ୍କ ବିଭିନ୍ନ ସ୍ଥାନ ଗସ୍ତ

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଷୋମବାର ଆରମ୍ଭ ହେବାକୁ ଯାଉଛି । ଓଡିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ…