Day: 3 May 2024

ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଖାରବେଳ ସ୍ୱାଇଁ

ବାଲେଶ୍ୱର ଲୋକସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି ଖାରବେଳ । ସେ ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ପୁଣି ଥରେ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଥିଲା…

ସୋନିଆ ଓ ପ୍ରିୟଙ୍କା ସହ ଯାଇ ରାଏବରେଲୀରେ ପ୍ରାର୍ଥିପତ୍ର ଦାଖଲ କଲେ ରାହୁଲ

ଉତ୍ତରପ୍ରଦେଶ; ଉତ୍ତରପ୍ରଦେଶ ରାୟବରେଲୀରୁ ପ୍ରାଥୀପତ୍ର ଦାଖଲ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ରାୟବରେଲୀ ଓ ଆମେଠିକୁ ନେଇ ସସପେନ୍ସ ଲାଗି ରହିଥିଲା। ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ କଂଗ୍ରେସ ଆଜି…

ବାପାଙ୍କ ସହ ଆସି ନାମାଙ୍କନ ଭରିଲେ ସୋଫିଆ

ବାପାଙ୍କ ସହ ଆସି ନାମାଙ୍କନ ଭରିଲେ ସୋଫିଆ କଟକ :ବାରବାଟୀ ଆସନର କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ ଆଜି ନାମାଙ୍କନ ଭରିଛନ୍ତି । ମହମ୍ମଦ ମୋକିମ ଝିଅ ହେଲେ ସୋଫିଆ ଫିରଦୋସ। ସେ କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ତାଙ୍କର…

IFS ବିନୟ ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ

IFS ବିନୟ ପ୍ରଧାନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ପୁଣି ଅଭିଯୋଗ କରିଛି ବିଜେଡି। ୨୦୨୪ ନିର୍ବାଚନରେ IFSଙ୍କ ସମ୍ପୃକ୍ତି ନିର୍ବାଚନ ପ୍ରଭାବିତ କରୁଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ନ୍ୟୁୟର୍କରେ କନସୁଲେଟ୍…

ଓଡିଶା ଗ୍ରସ୍ତରେ ଆସୁଛନ୍ତି ଆସନ୍ତାକାଲି ଜୟଶଙ୍କର ଓ ୫ ତାରିଖରେ ଜେପି ନଡ୍ଡା

ଭୁବନେଶ୍ୱର: କେନ୍ଦ୍ର ବିଦେଶ ମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସାଂସଦ ଏସ୍ ଜୟଶଙ୍କର କାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୪ ଓ ୫ ଦୁଇଦିନ ଭୁବନେଶ୍ୱର,କଟକ, ସମ୍ବଲପୁରର କାର୍ଯ୍ୟକ୍ରମରେ ଯୋଗ ଦେବେ । ଅନ୍ୟପଟେ ୫ ଅପରାହ୍ନରେ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

କେନ୍ଦ୍ରାପଡ଼ା: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧାରା ପଡ଼ିଲେ ଚକବନ୍ଦୀ କମିସନର ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ହେଲେ ଜିତେନ୍ଦ୍ର ସେନାପତି । ଜମିଜମା ମାମଲାର ସମାଧାନ ଲାଗି ଜଣେ ମହିଳାଙ୍କ ସେ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ…

ବିଜେଡି ଛାଡ଼ିଲେ ରବି ନାରାୟଣ

ନୟାଗଡ଼: ରଣପୁରର ପୂର୍ବତନ ବିଧାୟକ ଆଜି ବିଜେଡି ପ୍ରାଥମିକ ସଦସ୍ୟତା ପଡ଼ାରୁ ଇସ୍ତଫା ଦେଇଛନ୍ତି । ଛାଡ଼ିଲେ ରବି ନାରାୟଣ ମହାପାତ୍ର । ସେ ୨୦୧୪ରେ ରଣପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ରଣପୁର ବିଧାୟକ ଥିଲେ…

ନୀଳଗିରି ବିଜେପି ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ

ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଗତକାଲି ବିଜେଡି ଛାଡିଥିବା ନୀଳଗିରି ବିଧାୟକ ସନ୍ତୋଷ ଖଟୁଆକୁ ପ୍ରାର୍ଥୀ କରିଛି ବିଜେପି। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ସନ୍ତୋଷଙ୍କ ନାମ ଘୋଷଣା କରିଛି। ଏହାକୁ ମିଶାଇ ବିଜେପି ସମସ୍ତ ୧୪୭…

ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଅନୁଭବ ପଟ୍ଟନାୟକ

ଆଜି ଖଣ୍ଡପଡ଼ା ବିଧାନସଭା କ୍ଷେତ୍ର ପାଇଁ ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅନୁଭବ ପଟ୍ଟନାୟକ। ଗୁରୁବାର ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ ଘୋଷଣା କରିବା ପରେ ଅନୁଭବ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା…

ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ଜିନା ସାମଲ

ଅଭିନେତ୍ରୀ ଜିନା ସାମଲ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଜିନା । ଦଳରେ ଅବହେଳିତ ଅଭିଯୋଗ କରି ରାଜ୍ୟ ଉପସଭାପତିଙ୍କୁ ପଠାଇଥିଲେ ଇସ୍ତଫା…