ନୟାଗଡ଼: ରଣପୁରର ପୂର୍ବତନ ବିଧାୟକ ଆଜି ବିଜେଡି ପ୍ରାଥମିକ ସଦସ୍ୟତା ପଡ଼ାରୁ ଇସ୍ତଫା ଦେଇଛନ୍ତି । ଛାଡ଼ିଲେ ରବି ନାରାୟଣ ମହାପାତ୍ର । ସେ ୨୦୧୪ରେ ରଣପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ରଣପୁର ବିଧାୟକ ଥିଲେ । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ମଧ୍ୟ ସେ ବିଜେଡିର ରାଜ୍ୟସଭା ସାଂସଦ ଥିଲେ।
ମହାପାତ୍ର ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋତଥା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି।

By SonaliP

Leave a Reply

Your email address will not be published. Required fields are marked *