Month: April 2024

ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷୟତ୍ରୀ ନିଲମ୍ବିତ

ବୌଦ୍ଧ: ସରକାରୀ ନୋଡାଲ ହାଇସ୍କୁଲ ଦହ୍ୟାର ସହକାରୀ ଶିକ୍ଷକ ସଂଘମିତ୍ରା ମଲ୍ଲିକଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଛାଟ । ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଏକ ରାଜନୈତିକ ଦଳର ଦଳୀୟ ରାଲିରେ ଯୋଗ ଦେଇ ହରଡଘଣାରେ ଶିକ୍ଷୟତ୍ରୀ । ନିଲମ୍ବନ…

ପଦ୍ମ ଧରିଲେ ଅଜୟ ନାୟକ

ଭୁବନେଶ୍ୱର: ପଦ୍ମ ଧରିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ । ବିଜେଡ଼ି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁଁ ଅଜୟ ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିଲେ। ବିଜେପି…

ତାତିଲେ ସଫେଇ କର୍ମଚାରୀ!

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଆନ୍ଦୋଳନ । ଏମିତି ଖବର ଆଜି ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଦରମା ମିଳିବାରେ ବିଳମ୍ବ ଏବଂ ରୋଗୀଙ୍କ ସମ୍ପର୍କୀୟ ମାନେ ମାଡ ମାରୁଥିବା ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି।…

ଓଡ଼ିଶା ଭୋଟରଙ୍କ ଭିତରେ ପ୍ରବଳ ଯୋଗୀ କ୍ରେଜ୍‌

କୌଣସି ଦଳ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିନାହାନ୍ତି । ଚୂଡ଼ାନ୍ତ ହେଉହେଉ ଆସନ୍ତା ସପ୍ତାହ ହୋଇଯିବ । ଆସନ୍ତା ସପ୍ତାହରେ ଅର୍ଥାତ ଶୁକ୍ରବାର ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଯିବ । ଏବେଠୁ କିନ୍ତୁ ଓଡ଼ିଶାରେ ଆଲୋଚନା ହେଲାଣି ଯେ,…

କାଲି ଆସିପାରେ ବିଜେପିର ୨ୟ ପର୍ଯ୍ୟାୟ ତାଲିକା!

କାଲି ଆସିପାରେ ବିଜେପିର ୨ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବରଗଡ଼ରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ସୂଚନା ସାମ୍ନାକୁ ଆସିଛି। କାଲି ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ।୨୦ ତାରିଖ ସୁଦ୍ଧା ସମସ୍ତ ୧୪୭ଟି…

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କର ଜୋରଦାର ପ୍ରଚାର

କେନ୍ଦ୍ରାପଡ଼ା ନେତା ବୈଜୟନ୍ତ ପଣ୍ଡା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଧାନସଭା ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ । ପରେ ଛପାଲୀ ଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ…

ସଂଯୁକ୍ତା ମହଲାଙ୍କ ଆବେଦନ ହାଇକୋର୍ଟରେ ଖାରଜ

ସଂଯୁକ୍ତା ମହଲାଙ୍କ ଆବେଦନ ହାଇକୋର୍ଟରେ ଖାରଜ। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମାମଲା ଆବେଦନ ଖାରଜ କରିଛି ହାଇ କୋର୍ଟ।ଶ୍ରୀକାନ୍ତଙ୍କ ନାଁରେ ପୋଲିସ ୩୭୬ରେ ମାମଲା କରିନଥିବା କହିଥିଲେ ସଂଯୁକ୍ତା। ଗତ କିଛି ଦିନ ତଳେ ପୋଲସରା ବିଧାୟକ ଶ୍ରୀକାନ୍ତ…

କୁଲେସିକାଙ୍କୁ ଯାଚିଥିଲେ କୋଟିଏ !

ଭୁବନେଶ୍ୱର : ବିସ୍ଫୋରକ ବୟାନ ଦେଲେ ଲକ୍ଷ୍ମୀପୁରର ନେତା କୈଳାସ କୁଲେସିକା । ବିଜେଡି ବିରୋଧରେ ସାଂଘାତିକ ବୟାନ ଦେଲେ କୁଲେସିକା । ଟିକେଟ ନଦେଇ, କୋଟିଏ ଟଙ୍କା ଯାଚିଥିବା କହିଲେ କୁଲେସିକା । ବବି ଦାସ ମୋତେ ଟିକେଟ ପ୍ରତିଶ୍ରୁତି…

ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ ଜଗଦ୍ଦେବ

ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ ଜଗଦ୍ଦେବ। ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ମନ୍ତବ୍ୟ ସାମ୍ନା କୁ ଆସିଛ । ସେ କହିଛନ୍ତି କି ନବୀନଙ୍କ ବିରୋଧରେ ଲଢ଼ିବାକୁ ଇଛା ଥିଲା।ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ହିଂଜିଳିରୁ ଲଢ଼ିବାକୁ ଚାହୁଁଥିଲି। ସେ…

ଘରୋଇ ହସ୍ପିଟାଲରେ ନିର୍ବାଚନ କର୍ମଚାରୀଙ୍କ ପାଇଁ କ୍ୟାସଲେସ ବ୍ୟବସ୍ଥା

ଲୋକସଭା ନିର୍ବାଚନ ସମୟରେ ମତଦାନ ଅଧିକାରୀଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରାଥମିକତା ଦେବା ପାଇଁ ଓଡିଶାର ସ୍ୱାସ୍ଥ୍ୟ ଏବଂ ପରିବାର ବିଭାଗ ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥାକୁ ଆରାମ ସୁବିଧା ତଥା ତୁରନ୍ତ BSKY ଅଧୀନରେ କ୍ୟାସଲେସ ଚିକିତ୍ସା ଯୋଗାଇବା ପାଇଁ ବିସ୍ତୃତ…