Day: 30 April 2024

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ। ଖବର ଅନୁଯାୟୀ ଛତିଶଗଡ଼ ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ ହୋଇଛି ଏନ୍‌କାଉଣ୍ଟର। DRG, STFର ମିଳିତ ସୁରକ୍ଷାକର୍ମୀଙ୍କକମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ବହୁସମୟ ଧରି ଉଭୟ ପକ୍ଷରୁ ଗୁଳି ଚାଳନ ହୋଇଥିବା…

ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ

ଛତ୍ରପୁର; ଆଜି ଷଷ୍ଠ ଥର ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ପାରମ୍ପରିକ ହିଞ୍ଜିଳି ବିଧାନସଭା ଆସନରୁ ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ଗଞ୍ଜାମରେ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହୋଇଛି ୭୫ ଲକ୍ଷ ଟଙ୍କା

ଭୁବନେଶ୍ୱର; ବିମାନବନ୍ଦରରୁ ଜବତ ହୋଇଛି ପୁଳାପୁଳା ଟଙ୍କା । ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ କରାଯାଉଛି । ଭୁବନେଶ୍ୱର ବିମାନବନ୍ଦରରୁ ଦୁଇଜଣ ବ୍ୟକ୍ତିଙ୍କ ଲଗେଜରୁ ନଗଦ ୭୫ଲକ୍ଷ ଟଙ୍କା ଜବତ କରାଯାଇଛି।…

ଜଳୁଛି ଓଡିଶା ; ଦିନ ସାଢ଼େ ୧୧ଟା ସୁଦ୍ଧା ୪୪ ଟପିଲା ପାରଦ

ଭୁବନେଶ୍ୱର; ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ତାପମାତ୍ରା ୪୪ ଟପିଛି । ବାଲେଶ୍ୱର ୪୪.୧, ଭୁବନେଶ୍ୱର ୪୩.୬, ଝାରସୁଗୁଡ଼ା ୪୨.୫, କେନ୍ଦୁଝର ୪୧.୪, ଚାନ୍ଦବାଲି ୪୧.୨, ରାଉରକେଲା ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସିଭିୟର ହିଟ୍ ୱେଭ୍…