ଭୁବନେଶ୍ୱର; ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ତାପମାତ୍ରା ୪୪ ଟପିଛି ।

ବାଲେଶ୍ୱର ୪୪.୧, ଭୁବନେଶ୍ୱର ୪୩.୬, ଝାରସୁଗୁଡ଼ା ୪୨.୫, କେନ୍ଦୁଝର ୪୧.୪, ଚାନ୍ଦବାଲି ୪୧.୨, ରାଉରକେଲା ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସିଭିୟର ହିଟ୍ ୱେଭ୍ ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକରେ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

By SonaliP

Leave a Reply

Your email address will not be published. Required fields are marked *