ଭୁବନେଶ୍ୱର : ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ବାରିପଦା ୪୪.୮, ଅନୁଗୋଳ ୪୪.୩, ବୌଦ୍ଧ ୪୧.୪, ତାଳଚେର ୪୪, ଭବାନୀପାଟଣା ୪୪, ଟିଟିଲାଗଡ ୪୪.୫, ଢେଙ୍କାନାଳ ୪୩ .୨,ନୟାଗଡ ୪୩, ମାଲକାନଗିରି ୪୩, ବଲାଙ୍ଗୀର ୪୩,କେନ୍ଦୁଝରରେ ୪୩, ନୂଆପଡା ୪୩ , କେନ୍ଦୁଝରରେ ୪୩, ଝାରସୁଗୁଡ଼ା ୪୨.୯, ସମ୍ବଲପୁରରେ ୪୨.୯,କଟକ ୪୨.୫ ଯାଜପୁର ୪୨.୫, ରାଉରକେଲା ୪୨.୪,କେନ୍ଦ୍ରାପଡ଼ା ୪୨ , ଭଦ୍ରକ ୪୨, ସୋନପୁର ୪୧.୯,ହୀରାକୁଦ ୪୧.୯,ସୁନ୍ଦରଗଡ ୪୧.୮,ପାରଳାଖେମୁଣ୍ଡି ୪୧.୭, ବାଲେଶ୍ୱର ୪୧.୪, ବରଗଡ ୪୧.୪,ଫୁଲବାଣୀ ୪୧.୪,ଭୁବନେଶ୍ୱର ୪୧.୪, ଖୋର୍ଦ୍ଧା ୪୧, ଛତ୍ରପୁର ୪୦.୮,ଚାନ୍ଦବାଲିରେ ୪୦.୭,ଜଗତସିଂହପୁର ୪୦.୬, ରାୟଗଡା ୪୦,ନବରଙ୍ଗପୁର ୩୯.୬,ଦେଓଗଡ ୩୯.୪,କୋରାପୁଟ୩୮.୪, ଦାରିଙ୍ଗବାଡି ୩୭.୫ , ପୁରୀରେ ୩୩.୮, ଗୋପାଳପୁରରେ ୩୩.୨ ଓ ପାରାଦୀପରେ ୩୩. ୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

By SonaliP

Leave a Reply

Your email address will not be published. Required fields are marked *