Day: 21 April 2022

ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ଥିଲା ପଞ୍ଚାୟତ ନିର୍ବାଚନ, ମେ’ ୨୭ରେ ପଡ଼ିବ ଭୋଟ୍‌

ଭୁବନେଶ୍ୱର (ନିର୍ଭୟ): ପଞ୍ଚାୟତ ନିର୍ବାଚନ ସମୟରେ ମୃତ୍ୟୁ ପ୍ରାର୍ଥୀଙ୍କ କାରଣ ରୁ କିଛି କିଛି ସ୍ଥାନରେ ମତ ଦାନ ସ୍ଥଗିତ ରଖାଯାଇଥିଲା। ଏବେ ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପୁନର୍ବାର ବିଧିମତ ଭାବେ ନିର୍ବାଚନ କରାଯିବ ବୋଲି ସୂଚନ ମିଳିଛି।…

କରୋନା ନୁହେଁ, ପିଶାଚ ଭୟରେ ପୂରା ଗାଁ ଲକଡାଉନ ଏପ୍ରିଲ ୧୭ରୁ ୨୫ ଯାଏ ଭୁତ ଭୟରେ ଗାଁ ଲୋକ କଲେ ଲକଡାଉନ

ନିର୍ଭୟ : କରୋନା ପାଇଁ ନୁହେଁ ବରଂ ଭୁତ ଭୟରେ ଲୋକମାନେ ଘରୁ ବାହାରକୁ ଗୋଡ଼ କାଢ଼ୁ ନାହାନ୍ତି। ଆନ୍ଧ୍ର ପ୍ରଦେଶର ଗୋଟିଏ ଗାଁର ଏଭଳି ଏକ ଅନ୍ଧବିଶ୍ୱାସ କାଳ୍ପନିକ ଭଳି କଥା ରେ ବିଶ୍ୱାସ କରି ନିଜ ନିଜେ ଘର…

ସ୍କୁଲ ପରେ ଏବେ ଟାର୍ଗେଟ କଲେ ମସଜିଦକୁ ୧୧ ମୃତ, ୪୦ରୁ ଅଧିକ ଆହତ

କାବୁଲ: ଆଫାଗନିସ୍ତାନ ରେ ଗୋଟିଏ ଶିହା ମସଜିଦ ଭିତରରେ ବିସ୍ଫୋରଣ ହୋଇଛି। ୧୧ ଜଣଙ୍କ ମୃତ୍ୟୁ ଘଟିଛି,୪୦ରୁ ଅଧିକ ଆହତ। ସୂଚନା ମୁତାବକ ଏବେ କିଛିଦିନ ତଳେ କାବୁଲର ଥିବା ୩ଟି ସ୍କୁଲକୁ ଟାର୍ଗେଟ କରି ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ଏବେ…

୮ ଛାତ୍ରଙ୍କୁ ବିଦା କଲେ ସ୍କୁଲ କର୍ତ୍ତୃପକ୍ଷ

୮ ଛାତ୍ରଙ୍କୁ ବିଦା କଲେ ସ୍କୁଲ କର୍ତ୍ତୃପକ୍ଷ।ସମ୍ବଲପୁର ଶାସନ ଅଞ୍ଚଳରେ ଘରୋଇ ଆବାସିକ ସ୍କୁଲ ବିକାଶ ଛାତ୍ରାବାସରେ ର୍ୟାଗିଂ ଅଭିଯୋଗ । ଗତ ୧୭ ତାରିଖ ଦିନ ଦଶମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରଙ୍କୁ ପାଖ ରୁମର କିଛି ସହପାଠୀ…

ପହଞ୍ଚିଲେ ଜନସନ୍‌

ଦୁଇଦିନିଆ ଭାରତ ଗସ୍ତରେ ଆସି ଗୁରୁବାର ଅହମ୍ମଦାବାଦ୍‌ରେ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌।ପରେ ସେ ଗାନ୍ଧୀ ଆଶ୍ରମ ଯାଇଥିଲେ।ସାବରମତୀ ଆଶ୍ରମରେ ପହଞ୍ଚି ସେଠାରେ ଅରଟ ବୁଲାଇଥିଲେ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ସାକ୍ଷାତ କରିବାର କାର୍ଯ୍ୟକ୍ରମ…

ଶିଶୁ ବିକ୍ରି : ଚୋରି କରିବା ଆଗରୁ ଧରାପଡ଼ିଲେ

ଚନ୍ଦ୍ରଶେଖରପୁରରେ ନାବାଳିକାକୁ ଧରି ଅଭିଯୁକ୍ତ ବୁଲୁଥିବା ବେଳେ ଇନଫୋସିଟି ପୁଲିସ ଓ ଅଞ୍ଚଳବାସୀଙ୍କ ଦ୍ୱାରା ନାବାଳିକାକୁ ଉଦ୍ଧାର କରାଯାଇଛି। ନିଖୋଜର ୫ ଦିନ ପରେ ଶିଖରଚଣ୍ଡି ବସ୍ତିର ନାବାଳିକା ଉଦ୍ଧାର। ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ୍‌। ଅଭିଯୁକ୍ତଙ୍କୁ…

ପଶୁ ଇଂଜେକସନ ମଣିଷକୁ ଦେବା ଘଟଣାରେ ନିଲମ୍ବନ ହେଲେ ଏଏସଆଇ

ପଶୁ ଇଂଜେକସନ ମଣିଷକୁ ଦେବା ଘଟଣାରେ କାର୍ଯ୍ୟରେ ଅବହେଳା କରିଥିବା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କଲେ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ରିଷୀକେଶ ଡ୍ୟାନଦେଓ ଖିଲାରୀ । ଗତ ଶନିବାର ଦିନ ମହୁଲଡ଼ିହା ଥାନା ଅନ୍ତର୍ଗତ ମହୁଲଡିହା…