Day: 19 April 2022

ଲଭ ଜିହାଦ ମାମଲାରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

ମଙ୍ଗଳବାର ଦିନ କେରଳ ହାଇକୋର୍ଟ ଏକ ଲଭ ଜିହାଦ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ରାଜ୍ୟର ଜଣେ ଖ୍ରୀଷ୍ଟିଆନ୍‌ ମହିଳା ଡିୱାଇଏଫ୍‌ଆଇର ଜଣେ ମୁସଲମାନ ନେତାଙ୍କୁ ବିବାହ କରିବାକୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଛି। ମହିଳାଙ୍କ ସମ୍ପର୍କୀୟମାନେ ଏହାକୁ…

ମେ’ ୪ ପର୍ଯ୍ୟନ୍ତ ୟୁପି ପୁଲିସ୍‌ଙ୍କ ଛୁଟି ବାତିଲ

ଏକାଧିକ ଧାର୍ମିକ ଉତ୍ସବ ଆଦି ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ସୁଦୃଢ କରିବା ଲକ୍ଷ୍ୟରେ ମେ’ ୪ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ପୁଲିସ୍‌ କର୍ମଚାରୀଙ୍କୁ ଛୁଟି ଦିଆଯିବ ନାହିଁ। ଯେଉଁମାନଙ୍କୁ ପୂର୍ବରୁ ଛୁଟି ଦିଆଯାଇଥିଲା ସେମାନଙ୍କ ଛୁଟି ବାତିଲ ହୋଇଛି ତଥା ସେମାନେ୨୪ଘଣ୍ଟା ମଧ୍ୟରେ…

ନକଲି ଡିଟରଜେଣ୍ଟ କାରାଖାନା ଠାବ

କଟକ ଜିଲ୍ଲାରୁ ନକଲି ତେଲ, ଘିଅ, ମସଲା, ସସ୍‌ ଓ ଜର୍ଦ୍ଦା କରାଖାନା ଠାବ ହେବା ପରେ ଏବେ ନକଲି ଡିଟରଜେଣ୍ଟ୍ ଫ୍ୟାକ୍ଟ୍ରିଉପରେ ପୁଲିସ ଚଢ଼ାଉ କରିଛି। କଟକ ମାଲଗୋଦାମ ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ଥିବା ନକଲି ଡିଟରଜେଣ୍ଟ ଫ୍ୟାକ୍ଟ୍ରି…

ଦେଶରେ ଉପର ତଳ ହେଉଛି କରୋନା ସଂକ୍ରମଣ

ବେଶ କିଛି ସପ୍ତାହ ନିମ୍ନଗାମୀ ରହିବା ପରେ ଦେଶର କୋଭିଡ଼ ସଂକ୍ରମଣ ପ୍ରାୟ ସପ୍ତାହ ହେବ ବଢୁଥିବାର ଲକ୍ଷ୍ୟ କରାଯାଉଛି। ବିଶେଷ କରି ଉତ୍ତର ଭାରତରେ ବଢୁଛି ସଂକ୍ରମଣ। ତେବେ ଗତ ତିନି ଦିନ ମଧ୍ୟର ରେକର୍ଡକୁ ଦେଖିଲେ କୋଭିଡ଼ ଗ୍ରାଫ୍‌…

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି, ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି…