ଅଭିନେତା ଶିବ କୁମାରଙ୍କ ଦେହାନ୍ତ
ବଲିଉଡ ଫିଲ୍ମ ‘ଟୁ ଷ୍ଟେଟ୍ସ’ରେ ନିଜର ଦମ୍ଦାର ଅଭିନୟ ଜରିଆରେ ଦର୍ଶକଙ୍କ ମନରେ ସ୍ଥାନ ପାଇଥିବା ଅଭିନେତା ତଥା ପଟ୍ଟକଥା ଲେଖକ ଶିବ ସୁବ୍ରମଣ୍ୟମ୍ଙ୍କର ବିଳମ୍ବିତ ରାତି ମୁମ୍ବାଇରେ ପରଲୋକ ହୋଇଯାଇଛି। ସୋମବାର ଶିବ କୁମାରଙ୍କର ଅନ୍ତିମ ସଂସ୍କାର ମୁମ୍ବାଇର ମେକ୍ଷଧାମ…