Day: 6 April 2022

ଫୋର୍ବ୍ସର ଧନୀକ ତାଲିକା: ମୁକେଶ ଅମ୍ବାନୀ ୧୦ ନମ୍ବରରେ

ଫୋର୍ବ୍ସର ପ୍ରତିକା ପକ୍ଷରୁ ୨୦୨୨ ର ବିଶ୍ୱ ଧନୀକଙ୍କ ତାଲିକା ଜାରି କରାଯାଇଛି। ଏଥିରେ ରିଲାଏନ୍ସ ଶିଳ୍ପ ଗୋଷ୍ଠୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ୱର ଟପ୍‌-୧୦ ଧନୀକଙ୍କ ଭିତରେ ସାମିଲ ଥିବା ବତାଯାଇଛି। ମୁକେଶ ଅଛନ୍ତି ୧୦ ନମ୍ବରରେ। ଠିକ୍‌ ତାଙ୍କ…

ସାବରମତିରୁ କଂଗ୍ରେସ ଆରମ୍ଭ କଲା ଆଜାଦୀ ଗୌରବ ଯାତ୍ରା

ସ୍ଥାନୀୟ ସାବରମତି ଗାନ୍ଧୀ ଆଶ୍ରମରୁ କଂଗ୍ରେସ ଦଳ ବୁଧବାର ଆରମ୍ଭ କରିଛି ଆଜାଦୀ ଗୌରବ ଯାତ୍ରା। ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଦଳର ସ୍ୱାଧୀନତା ସଂଗ୍ରାମରେ ଥିବା ଭୂମିକା ବତାଇବା ସକାଶେ ଏହି ଆଜାଦୀ ଗୌରବ ଯାତ୍ରା ଦଳ…

ୟୁକ୍ରେନ୍‌ ବାବଦରେ କେନ୍ଦ୍ର ସରକାର ଭାରତ ଶାନ୍ତିର ପକ୍ଷକୁ ବାଛିଛି

ରୁଷିୟା-ୟୁକ୍ରେନ୍‌ ଯୁଦ୍ଧ ଉପରେ କେନ୍ଦ୍ରସରକାର ଭାରତର ଆଭିମୁଖ୍ୟ ବିଷୟ ସଂସଦରେ ରଖିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଲୋକସଭାରେ ୟୁକ୍ରେନର ବୁକା ସହରରେ ନାଗରିକଙ୍କ ହତ୍ୟା ବାବଦରେ ଭାରତର ଆଭିମୁଖ୍ୟ ବାବଦରେ ରଖିଥିଲେ ମତ। ବୁକାରେ ନାଗରିକମାନଙ୍କୁ ହତ୍ୟା କରାଯିବାର ଭାରତ ଘୋର…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉତ। ଆୟଠାରୁ ଅଧିକ ସମ୍ପତ୍ତି ଅଭିଯୋଗରେ ବୁଧବାର ଭୁବନେଶ୍ୱର, ଗଞ୍ଜାମ ସମେତ ୬ଟି ସ୍ଥାନରେ ଚାଲିଛି ଚଢାଉ। ଚଢାଉରେ ୫ ଡିଏସ୍‌ପି ଆଉ ୧୧ ସବ୍‌ଇନ୍ସପେକ୍ଟର ସାମିଲ ଥିଲା…

ଧାମନଗର ଏନ୍‌ଏସି ବିଜଦ ହାତକୁ

ଧାମନଗର ଏନ୍‌ଏସି ନିର୍ବାଚନରେ ବିଜଦର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଭାଜପାର ପୁଷ୍ପଶ୍ରୀ ମହାନ୍ତିଙ୍କୁ ପରାଜିତ କରିଛନ୍ତି। କଡ଼ା ସୁରକ୍ଷା ଭିତରେ ବୁଧବାର ଭୋଟ ଗଣତି ହୋଇଥିଲା। ପୂର୍ବରୁ ମତଦାନ ଦିନ ଅର୍ଥାତ ୨୪ ତାରିଖରେ ହିଂସାକାନ୍ଦ…

କେତେ ସତ, କେତେ ମିଛ, ‘ଭଲ ନ ଲାଗିବାରୁ ଅଭିଯୁକ୍ତ ଭାଙ୍ଗିଦେଲା ଚୁଲି’

ମହାପ୍ରଭୁଙ୍କ ଚୁଲି ଭଙ୍ଗା ଘଟଣାରେ ମଙ୍ଗଳବାର ରାତିରେ ଜଣେ ସନ୍ଦିଗ୍ଧକୁ ପୁଲିସ ଅଟକ ରଖିଥିଲା ବେଳେ ବୁଧବାର ଗିରଫ କରାଯାଇଛି। ଅଭିଯୁକ୍ତର ନାଁ ଜେ. ମହାପାତ୍ର ହୋଇଥିଲା ବେଳେ ଘର ବେଗୁନିଆ ଥାନା ଅଞ୍ଚଳରେ। ପୁଲିସ ସୂଚନା ଅନୁସାରେ ଅଭିଯୁକ୍ତ ମହାପାତ୍ର…

ଝାଡାବାନ୍ତିରେ ୨ ମୃତ

ଗଞ୍ଜାମ ଜିଲ୍ଲା ଧରାକୋଟ ବାଖରକଟା ଗାଁରେ ଝାଡାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ପ୍ରାୟ ୩୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆହୁରି ୨୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ବିଷାକ୍ତ ଖାଦ୍ୟ କାରଣରୁ…

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟରାମପୁର ଗ୍ରାମ ନିକଟରେ ଆଜି ଜଣେ ଯୁବକଙ୍କ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହୋଇଛି। ମୃତ ଯୁବକ ମୁସଦପୁର ଗ୍ରାମର ଶିବା ଜେନା ବୋଲି ଜଣାପଡିଛି। ଏହା ମୃତ୍ୟୁ ନୁଁହେ ହତ୍ୟା ବୋଲି ପରିବାର ଲୋକେ…

ମହାପ୍ରୟାଣ ଗଲା କୁଆଡ଼େ? ବାଇକ୍‌ରେ ବୁହାହେଲା ଶବ

କେନ୍ଦ୍ରପାଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ଝିଅର ଶବକୁ ବାଇ୍‌କରେ ଦୀର୍ଘ ୨୦ କିଲୋମିଟର ଦୂର ବୋହିନେଇଛନ୍ତି ବାପା। ଜିଲ୍ଲାରେ ଡେରାବିଶ ଥାନା ଅଧୀନ ଛଞ୍ଚୀଣା ଗ୍ରାମର ସୁନାକାର କାଣ୍ଡିଙ୍କ ତୃତୀୟ ଶ୍ରେଣୀରେ ପଢୁଥିବା ଝିଅ ବୈଶାଖୀ କାଣ୍ଡିକୁ…