Day: 4 April 2022

ଶ୍ରୀମନ୍ଦିର ଚୁଲି ଭଙ୍ଗା : ଏତଲା କାହିଁକି ଦିଆଯାଇନି

ନିର୍ଭୟ ମିଡ଼ିଆ : ପୁରୀ ଶ୍ରୀମନ୍ଦିର ଭିତରେ ଥିବା ରୋଷ ଘରର ୮୦ରୁ ଅଧିକ ଚୁଲି ଶନିବାର ରାତିରେ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ।କିନ୍ତୁ ଆଶ୍ଚର୍ଯ୍ୟର କଥା ମନ୍ଦିର ପ୍ରଶାସନ, ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ ଏବାବଦରେ କୌଣସି ଏତଲା ଦେଇନାହାନ୍ତି ।ଏହା…