କତାରରେ ଭୟାବହ ବିସ୍ଫୋରଣ। ବୃହତ୍ତମ ଏଲଏନଜି ହବ୍ ‘ରସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟି’ରେ ଥିବା ବାରଜାନ ସ୍ଥାନୀୟ ଗ୍ୟାସ ଯୋଗାଣ ପ୍ରତିଷ୍ଠାନରେ ଭୟାବହ ବିସ୍ଫୋରଣରେ ୧୨ ଭାରତୀୟଙ୍କ ସମେତ ୧୩ ମୃତ୍ୟୁ ହୋଇଥିବା ବେଳେ ୬୬ ଆହତ ହୋଇଛନ୍ତି । ଚଳିତ ବର୍ଷ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ବନ୍ଦ ଥିବା ପ୍ଲାଣ୍ଟକୁ ଶ୍ରମିକମାନେ ପୁନର୍ବାର ଚାଲୁ କରିବାକୁ ପ୍ରୟାସ କରୁଥିବାବେଳେ ବିସ୍ଫୋରଣ ହୋଇଥିଲା।

Leave a Reply

Your email address will not be published. Required fields are marked *