ବିଜେପିରେ ଯୋଗଦେଲେ ସନଲିସା ପଟେଲ

ବିଜେପିରେ ଯୋଗଦେଲେ ସିନେ ପ୍ରଯୋଜିକା ସନଲିସା ପଟେଲ। ସେ ବିଜେପି ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ରାଜ୍ୟ କାର୍ଯ୍ୟଳୟରେ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟର ମନୋରଞ୍ଜନ ଶିଳ୍ପକୁ ଓଡିଶା ସରକାରଙ୍କ ସହାୟତା ଦାବିରେ ୨୦୨୩ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ…

ଆଜି ନାମାଙ୍କନ ଦାଖଲ କଲେ ମନମୋହନ ସାମଲ

ଚାନ୍ଦବାଲି; ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାନସଭାର ବିଧାୟକ ପ୍ରାର୍ଥୀ ଭାବେ ଓଡିଶା ବିଜେପି ୟୁନିଟ୍ ସଭାପତି ମନମୋହନ ସାମଲ ଆଜି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ବିଶାଳ ଶୋଭାଯାତ୍ରାରେ ବାହାରି ନିଜ ସମର୍ଥକଙ୍କ ସହ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ…

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ

ମୋଦିମୟ ହୋଇଛି ରାଜଧାନୀ । ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ଅଂଚଳରେ ବିଜେପିର ରୋଡ ଶୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ଏକ ବିଶାଳ ମେଗା ରୋଡ ସୋ କରିଛନ୍ତି । ରାମ ମନ୍ଦିର ଛକରୁ…

ଭୁବନେଶ୍ୱରରେ ପହଂଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।କିଛି ସମୟ ପରେ ସେ ମାଷ୍ଟର କ୍ୟାଣ୍ଟିନରୁ ବାଣିବିହାର ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ କରିବେ । ତାଙ୍କ ରୋଡ ସୋ ପୂର୍ବରୁ ରାଜ୍ୟ ବିଜେପି ଉତ୍ସାହିତ ହୋଇଛି । ରାଜ୍ୟ ବିଜେପି…

ରଣପୁରରେ ବିଜେଡି-କଂଗ୍ରେସକୁ ଟାର୍ଗେଟ କଲେ ରାଜନାଥ

ରଣପୁର ସଭାରେ କଂଗ୍ରେସ ଓ ବିଜେଡିକୁ ସମାଲୋଚନା କଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।ଓଡ଼ିଶାରେ ବିରୋଧୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଜୋରଦାର ହମଲା। ‘ସମ୍ବିଧାନର ଦୁରୂପଯୋଗ କରି କଂଗ୍ରେସ ଦେଶକୁ ପଛକୁ ନେଇଛି’,ସଂରକ୍ଷଣ ବ୍ୟବସ୍ଥା ବନ୍ଦ କରାଯିବ ବୋଲି ଗୋଟିଏ ଗୁଜବ…

ଗୃହମନ୍ତ୍ରୀ ଅମିତ ଶାହଙ୍କ ମିଥ୍ୟା ଭିଡିଓ ପ୍ରରୋଚନା ପଛରେ ଥିବା ଭିକେ ପାଣ୍ଡିଆନଙ୍କୁ ନିର୍ବାଚନ ପ୍ରଚାରରୁ ବାସନ୍ଦ କରାଯାଉ: ଦିଲୀପ ମଲ୍ଲିକ

ଭୁବନେଶ୍ୱର: ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ଏକ ପର୍ବ । ନିର୍ବାଚନ ଆଚରଣ ସଂହିତାକୁ ମାନି ଶୃଙ୍ଖଳିତଭାବେ ପାଳନ କରିବା ଆମ ସମସ୍ତଙ୍କର ଦାୟିତ୍ୱ । କିନ୍ତୁ ଶାସକ ବିଜେଡି ଅଭ୍ୟାସଗତ ଭାବେ ଓ ନିର୍ବାଚନ ହାରିବା ଭୟରେ ସରକାରୀ କଳ, ବଳ…

ଅପରାଧୀଙ୍କ ନିଦ ହଜାଇଛି ସ୍ପେଶାଲ କ୍ରାଇମ ୟୁନିଟ

ଭୁବନେଶ୍ୱର ; ଦିନକୁ ଦିନ ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନ ଦ୍ୱିପହରେ ଲୁଟୁଛନ୍ତି ନିରୀହ ଜନସାଧାରଣଙ୍କୁ । ସେମାଙ୍କୁ ଦମନ କରିବା ପାଇଁ ତିଆରି ହୋଇଛି ସ୍ପେଶାଲ କ୍ରାଇମ ୟୁନିଟ । ପ୍ରକାଶ ପାଇଛି ସ୍ପେଶାଲ କ୍ରାଇମ ୟୁନିଟର…

ଛତିଶଗଡରେ ଏନକାଉଣ୍ଟର: ୮ ମାଓବାଦୀ ମୃତ

ଛତିଶଗଡ ବିଜାପୁରରେ ଏନକାଉଣ୍ଟର । ଦାର୍ଘ ୧୧ଘଣ୍ଟା ଧରି ଏହି ଏନକାଉଣ୍ଟର ଚାଲିଥିଲା । ଯେଉଁଥିରେ ବିଜାପୁର ପୋଲିସ ଏବଂ ସିଆରପିଏଫ କୋବ୍ରା ଯବାନଙ୍କୁ ବଡ଼ ସଫଳତା ମିଳିଛି। ଯବାନଙ୍କ ଗୁଳିରେ ୮ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଗାଙ୍ଗଲୁର ଥାନା ପଡିଆ…

‘ପାକିସ୍ତାନକୁ ସମ୍ମାନ ଦିଅ’ ମନ୍ତବ୍ୟ ଦେଇ ବିବାଦରେ ମଣିଶଙ୍କର ଆୟାର

ନୂଆଦିଲ୍ଲୀ ; କଂଗ୍ରେସର ପିଛା ଛାଡ଼ୁନି ବିବାଦ । କିଛିଦିନ ତଳେ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ବିବାଦୀୟ ବୟାନ ଦେଇ ଇସ୍ତଫା ଦେବା ପରେ ଏବେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ଏକ ବୟାନକୁ ନେଇ ବିବାଦ…

ବାଣ ବିସ୍ଫୋରଣରେ ଉଡ଼ିଗଲା ଘରର ଆଜବେଷ୍ଟସ୍, ଜଣେ ଆହତ

ଖୋର୍ଦ୍ଧାରେ ବାଣ ଭିଡୁଥିବା ବେଳେ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣରେ ଉଡ଼ିଲା ଘରର ଆଜବେଷ୍ଟ, ଜଣେ ଶିଶୁ ଆହତ ହୋଇଥିବା ସୂଚନା।ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଲଖନପୁରରେ ଘଟିଛି ଏହି ଅଘଟଣ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରାଯାଉଥିବା ବେଳେ ଆହତଙ୍କୁ…