ତାମିଲନାଡୁ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଦଲାଲଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ୬ ଥାନାରେ FIR ରୁଜୁ କଲା ଶ୍ରମ ବିଭାଗ । ଉପଯୁକ୍ତ ଡକ୍ୟୁମେଣ୍ଟେସନ୍ ଏବଂ ସୁରକ୍ଷା ପାଳନ ବିନା ବିପଜ୍ଜନକ ୟୁନିଟ୍‌କୁ ଶ୍ରମିକ ପଠାଇଥିବା ଶ୍ରମିକ ମାଫିଆ ଏବଂ ମଧ୍ୟସ୍ଥିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଏହି ଏଫଆଇଆର ରୁଜୁ କରାଯାଇଛି।

ତେଲକୋଇ, କେନ୍ଦୁଝର ଟାଉନ ଓ ସଦର ଥାନାର ସମେତ ହରିଚନ୍ଦନପୁର, ଘଟଗାଁ ଓ ବାଂଶପାଳ ଥାନାରେ ଏହି ଏତଲା ଦିଆଯାଇଛି ।

 

Leave a Reply

Your email address will not be published. Required fields are marked *