Tag: FIR

Textbook Controversy: ଗଣଶିକ୍ଷା ମନ୍ତ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ; ସମ୍ପାଦକ ସୁଧାଂଶୁଙ୍କର ନାରେ ଥାନାରେ ଏତେଲା

ଗଣଶିକ୍ଷା ମନ୍ତ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇ ଅଡୁଆରେ ଏକ ଗଣମାଧ୍ୟମର ମୁଖ୍ୟ ସମ୍ପାଦକ । ଫୋକସ ପ୍ଲସର ମୁଖ୍ୟ ସମ୍ପାଦକଙ୍କ ସୁଧାଂଶୁ ରାଉତଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମର୍ଥକ। ଅଭିଯୋଗ ଅନୁଯାୟୀ…

Derogatory Comments Against CM on Social Media: ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ନେଇ ସାଇବର ଥାନାରେ ଏତଲା

ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ଆପତିଜନକ ମନ୍ତବ୍ୟକୁ ଓଡ଼ିଶାବାସୀ କଦାପି ସହ୍ୟ କରିପାରିବେ ନାହିଁ। ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରୁଥିବା ସୁନୀଲ ଜେନା ନାମକ ବ୍ୟକ୍ତିଜଣକ…

Tamil Nadu Gas Tragedy: ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ୬ ଥାନାରେ FIR ରୁଜୁ କଲା ଶ୍ରମ ବିଭାଗ

ତାମିଲନାଡୁ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଦଲାଲଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ୬ ଥାନାରେ FIR ରୁଜୁ କଲା ଶ୍ରମ ବିଭାଗ । ଉପଯୁକ୍ତ ଡକ୍ୟୁମେଣ୍ଟେସନ୍ ଏବଂ ସୁରକ୍ଷା ପାଳନ ବିନା ବିପଜ୍ଜନକ ୟୁନିଟ୍‌କୁ ଶ୍ରମିକ ପଠାଇଥିବା ଶ୍ରମିକ ମାଫିଆ ଏବଂ…

Sujeet Kumar vs Jail DG: ଜେଲ ଡିଜିଙ୍କ ବିରୁଦ୍ଧରେ FIR ଦାବି କଲେ ସୁଜିତ କୁମାର; ପ୍ରତ୍ୟାହାର ପାଇଁ ସିଏମଓ ରୁ ଚାପ!

ରାଜ୍ୟସଭା ସାଂସଦ ସୁଜିତ କୁମାର ଓଡ଼ିଶା ଜେଲ୍ ଏବଂ ସଂଶୋଧନ ସେବା ମହାନିର୍ଦ୍ଦେଶକ ସୁଶାନ୍ତ କୁମାର ନାଥ ଏବଂ ଚୌଦ୍ୱାର ସର୍କଲ୍ ଜେଲ୍ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୁଦ୍ଧରେ ଏକ ନୂତନ ଏଫଆଇଆର ପଞ୍ଜିକରଣ କରିବାକୁ ଦାବି କରିଛନ୍ତି।…

FIR Filed Against Actor Arindam Roy: ସାମ୍ବାଦିକଙ୍କୁ କଟାକ୍ଷ କରିବା ପଡିଲା ମହଙ୍ଗା; ଅରିନ୍ଦମ ରାୟଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ ସଂଘ

ଅରିନ୍ଦମ ରାୟଙ୍କ ନାଁରେ ଥାନାରେ ଏତଲା। ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ କଟାକ୍ଷ କରିବା ଅରିନ୍ଦମ ରାୟଙ୍କୁ ମହଙ୍ଗା ପଡିଛି। ଅରିନ୍ଦମ ରାୟଙ୍କ ନାଁରେ ଏତଲା ଦେଇଛନ୍ତି ସାମ୍ବାଦିକ ସଂଘ। ଟାଙ୍ଗୀ-ଚୌଦ୍ବାର ଥାନାରେ ଅରିନ୍ଦମଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ ସଂଘ ।

SCB Fire Tragedy: ଏସ୍‌ସିବି ପ୍ରସଙ୍ଗ: ସ୍ୱାସ୍ଥ୍ୟମନ୍ତ୍ରୀ ଓ ଡାକ୍ତର ଗୌତମ ଶତପଥୀଙ୍କ ବିରୋଧରେ ମାମଲା ରୁଜୁ କଲା ବିଜେଡି

ଆଜି ବିଜୁ ଜନତା ଦଳ ପକ୍ଷରୁ ଆଜି କଟକର ମଙ୍ଗଳାବାଗ ପୋଲିସ ଷ୍ଟେସନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଏସସିବି ମେଡିକାଲ କଲେଜର ପୂର୍ବତନ ଅଧୀକ୍ଷକ ଡାକ୍ତର ଗୌତମ ଶତପଥୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଏସସିବି ମେଡିକାଲ…

Humane Sagar Death Case: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା; ଥାନାରେ ଏତଲା ଦେଲେ ମାଆ

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା । କଟକ ମର୍କତ ନଗର ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ । ପୁଅକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କଲେ ହ୍ୟୁମାନଙ୍କ ମାଆ ।ହ୍ୟୁମାନଙ୍କ…

Gram Panchayat Peon Recruitment: ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍ ରୁଜୁ ପାଇଁ ଗୃହ ବିଭାଗକୁ ପତ୍ର ପ୍ରେରଣ କରାଯାଇଛି । ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା ଥାଇ ଏକ ଜାଲିଆତି ପତ୍ରର…

Shubhankar Mishra Controversy: ବଢିଲା ଶୁଭଙ୍କର ମିଶ୍ରଙ୍କ ପାଇଁ ଅଡୁଆ; ଥାନାରେ ଦିଆଗଲା ଏତଲା

ବଢିଲା ଶୁଭଙ୍କର ମିଶ୍ରଙ୍କ ପାଇଁ ଅଡୁଆ । ସାମ୍ବାଦିକ ତଥା ସୋସିଆଲ୍ ମିଡ଼ିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରା ନାଁରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି । ଶ୍ରୀମନ୍ଦିର ଓ…

Humane Sagar’s Death: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା; ୨ ମ୍ୟାନେଜରଙ୍କ ନାଁରେ ଏତଲା

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହାରି ମଧ୍ୟରେ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ…