Tag: FIR

Humane Sagar’s Death: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା; ୨ ମ୍ୟାନେଜରଙ୍କ ନାଁରେ ଏତଲା

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହାରି ମଧ୍ୟରେ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ…

ଯାତ୍ରାରେ ଅଶ୍ଳୀଳ ନୃତ୍ୟ; ମାଲକାନଗିରି ଥାନାରେ ରୁଜ୍ଜୁ ହେଲା ମାମଲା

ଭାଗ୍ୟଶ୍ରୀ ସାହୁ ତଥା ସାହୁ ଭାଉଜଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ସାହୁ ଭାଉଜଙ୍କ ନାଁରେ ମାଲକାନଗିରି ପୋଲିସ ମାମଲା ରୁଜୁ କରିଛି । ଜିଲ୍ଲାର କୋଟାମେଟା ଅଞ୍ଚଳରେ ହେଉଥିବା ଯାତ୍ରାରେ…

ରାହୁଲଙ୍କ ବିରୋଧରେ ଥାନାରେ ଏତଲା ଦେଲା ବିଜେପି; ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

ସଂସଦ ଭବନ ପରିସରରେ ହୋଇଥିବା ଠେଲାପେଲାରେ ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣା ଏବେ ସାରା ଦେଶରେ ରାଜନୈତିକ ମାହୋଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହାକୁ କେନ୍ଦ୍ର କରି ବିରୋଧୀ ଦଳ ନେତା ରାହୁଲ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ବର ଥାନାରେ ଏତଲା ଦେଇଛି ନିଖିଳ ଓଡ଼ିଶା ଠିକାଦାର ମହାସଂଘ। ନବୀନ ପଟ୍ଟନାୟକଙ୍କ ସହ ବିଜେଡିର ୬ ନେତା ଓ ପୂର୍ତ୍ତ ସଚିବଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି। ପ୍ରତିଶ୍ରୁତି ସତ୍ତ୍ବେ ଦାବିପୂରଣ…

ଅଡ଼ୁଆରେ ରିୟା: ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ କେୟାର ଟେକର

ଓଲିଉଡ଼ ଅଭିନେତ୍ରୀ ରିୟା ଦେଙ୍କ ନାଁରେ ଥାନାରେ ସଙ୍ଗୀନ ଅଭିଯୋଗ । ଯୁବତୀ ଜଣଙ୍କ କେୟାର ଟେକର ଭାବରେ ଦେଢ଼ ବର୍ଷ ହେବ କାମ କରୁଥିଲେ । ରିୟା ଏବଂ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଯୁବତୀ…