Tag: Temp Drop

Temp Drop in Bhubaneswar: ରାଜଧାନୀରେ ଥଣ୍ଡାର ପ୍ରକୋପ: ମାତ୍ର ୩ ଦିନରେ ୭.୬°C ଖସିଲା ଭୁବନେଶ୍ୱର ପାରଦ

ଶୀତର ଆଗମନ ସହ ରାଜଧାନୀ ଭୁବନେଶ୍ୱରରେ ହଠାତ୍ ଥଣ୍ଡା ବଢ଼ିଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ତଥ୍ୟ ଅନୁସାରେ, ମାତ୍ର ତିନି ଦିନ ଭିତରେ ସହରର ତାପମାତ୍ରା ୭.୬°C ତଳକୁ ଖସିଆସିଛି। ପାଣିପାଗ ବିଭାଗର ସୂଚନା ମୁତାବକ, ଆଜି ସକାଳ ୫ଟା…