Tag: Sanjeeb Panda

IPS Officers Promoted to DG Rank: ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା

ଓଡ଼ିଶା ପୋଲିସର ପରବର୍ତ୍ତୀ ମହାନିର୍ଦ୍ଦେଶକ (DGP) ନିଯୁକ୍ତିକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସାମ୍ନାକୁ ଆସିଛି। ବରିଷ୍ଠ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ସଞ୍ଜୀବ ପଣ୍ଡା ଏବଂ ୟଶବନ୍ତ କୁମାର ଜେଠୱାଙ୍କୁ ଡିରେକ୍ଟର ଜେନେରାଲ (DG) ରାଙ୍କକୁ…