Tag: Saintala RI

Odisha Vigilance Nabs Saintala RI: ଭିଜିଲାନ୍ସ ଜାଲରେ ସଇଁତଳା RI

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ସଇଁତଳା ଆରଆଇ। ଜମିର କିସମ ପରିବର୍ତ୍ତନ କରାଇଦେବା ନାଁରେ ଲାଞ୍ଚ ମାଗି ଶେଷରେ ଆଇନ ଜାଲରେ ପଡ଼ିଛନ୍ତି ସଇଁତଳା ରାଜସ୍ୱ ନିରୀକ୍ଷକ ଆଲନ ବେହେରା। ଜଣେ ଆବେଦନକାରୀଙ୍କଠାରୁ ୩,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର…