Tag: Rides

Kataka Baliyatra Rides Halted Today: ଆଜି କଟକ ବାଲିଯାତ୍ରାରେ ବନ୍ଦ ରହିବ ସମସ୍ତ ଦୋଳି

ଐତିହାସିକ କଟକ ବାଲିଯାତ୍ରାରେ ଏକ ଦୁଃଖଦ ଘଟଣା ପରେ ଆଜି ମେଳା ପରିସରରେ ଥିବା ସମସ୍ତ ଦୋଳି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଗତକାଲି ରାତିରେ ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳିରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିବା ପରେ ଏହି…