Tag: Rape

Tuition Teacher Rapes Minor Girl in BBSR: ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଟ୍ୟୁସନ ସାର୍ ଗିରଫ

ଭୁବନେଶ୍ୱରର ଏକ କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲାରେ ମହିଳା ଥାନା ପୋଲିସ ଅଭିଯୁକ୍ତ ଟ୍ୟୁସନ ସାର୍‌ ନିରଞ୍ଜନ ମିଶ୍ରଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରି ଡାକ୍ତରୀ ମାଇନା କରିଛି…

Sexually Assaulting MBA Student: ଏମ୍‌ବିଏ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ୬୭ ବର୍ଷୀୟ ଦୋକାନୀ ଗିରଫ

ଏମ୍‌ବିଏ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏହି ଅଭିଯୋଗରେ ଦୋକାନୀ ଗିରଫ । ହଷ୍ଟେଲ୍‌ରେ ପଶି ଦୁଷ୍କର୍ମ କରିବା ଅଭିଯୋଗରେ ୬୭ ବର୍ଷ ବୟସ୍କ ବୃଦ୍ଧାଙ୍କୁ ଗିରଫ କଲା ଇନ୍‌ଫୋଭାଲି ଥାନା ପୋଲିସ। ଅଭିଯୁକ୍ତ ଜଣକ ଦୀପକ ପ୍ରଧାନ ଭାବରେ ଚିହ୍ନଟ…

କାରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଲଜ୍ଜା । କାର୍‌ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଅଭିଯୋଗ ଏବେ ସମ୍ନାକୁ ଆସିଛି। ଗଣେଶ ପୂଜା ଭସାଣୀ ଦେଖୁବାକୁ ଆସି ଫେରିବା ବେଳେ ନବମ ଶ୍ରେଣୀ ଛାତ୍ରୀଙ୍କୁ କାର ଭିତରେ ଜବରଦସ୍ତ ଦୁଷ୍କର୍ମ ଅଭିଯୋଗ…

ଯୋଗ ଦିବସ ପୂର୍ବରୁ ଯୋଗ ଶିକ୍ଷୟିତ୍ରୀଙ୍କୁ ଧର୍ଷଣ ଅଭିଯୋଗ

କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଘରେ ପଶି ଛୁରି ଦେଖାଇ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ମୁଣ୍ଡାଳ ଗାଁରେ ଘଟିଛି ଏହି ଅଘଟଣ । ଦୁଷ୍କର୍ମର…

ନିର୍ମାଣାଧୀନ ଘରୁ ୪ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର; ଅଶ୍ଳୀଳ ଭିଡିଓ ଦେଖି ଦୁଷ୍କର୍ମ ପରେ ହତ୍ୟା

ନିର୍ମାଣାଧୀନ ଘରୁ ଉଦ୍ଧାର ହେଲା ୪ ବର୍ଷ ଶିଶୁକନ୍ୟାର ମୃତଦେହ । ସାନଖେମୁଣ୍ଡି ବ୍ଲକ ଖଲିଙ୍ଗିରେ ଘଟିଛି ଅଭାବନୀୟ ଘଟଣା । କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା । ଅଭିଯୁକ୍ତକୁ କାଳିଆ ଷଣ୍ଢକୁ ଗିରଫ କଲା ପାଟପୁର ଥାନା ପୋଲିସ…

୬ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ୭୫ବର୍ଷର ବୁଢା

ରାଜଧାନୀରେ ଲଜ୍ଜା। ୬ ବର୍ଷର ଶିଶୁକନ୍ୟାକୁ ଦୂଷ୍କର୍ମ କଲା ୭୫ ବର୍ଷିୟ ବୃଦ୍ଧ । ଏଭଳି ଅଭାବନୀୟ ଓ ସ୍ପର୍ଶକାତର ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଇନଫୋସିଟି ଥାନା ନିକଟସ୍କ ଓଗାଳପଡା ଗ୍ରାମରେ । ଶିଶୁ କନ୍ୟାର ପରିବାର ଲୋକେ ଏନେଇ…

ବଲାଙ୍ଗୀର ରେ ଯୋଗାଣ ଅଧିକାରୀ ଦ୍ୱାରା ବିଧବା ମହିଳା ଙ୍କ ବଳାତ୍କାର

ଏକ ନିନ୍ଦନୀୟ ଘଟଣାରେ, ବଲାଙ୍ଗିରର ଆଗଲପୁର ପୋଲିସ ଷ୍ଟେସନର ବୁଦୁଲା ଗ୍ରାମ ପଞ୍ଚାୟତ ଠାରେ ଜଣେ ଯୋଗାଣ ସହାୟକ ଜଣେ ବିଧବା ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଦାବି କରିଛନ୍ତି ଯେ ଅଭିଯୁକ୍ତ ଗିରିଶ ଚନ୍ଦ୍ର ସାହୁ…

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା; ତଦନ୍ତର ପାଇଁ ଦିଲ୍ଲୀ ଯିବେ ମହିଳା ଓ ଶିଶୁ ଅପରାଧ ନିରାକରଣ ଆଇଜି

ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀରତାର ଏହି ଘଟଣାକୁ ଗଭୀରତା ସହ ନେଇ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା…

ରାଜଧାନୀରେ ଲଜ୍ଜା; ଚୋରି କରିବାକୁ ଆସି ମହିଳାଙ୍କୁ ଦୁଷ୍କର୍ମ

ରାଜଧାନୀରେ ଲଜ୍ଜା। ଘରୁ ଚୋରି କରିବାକୁ ଆସିଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରବୀବର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଲୁଟେରା ଲୁଟ୍…

ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍‌ଏର ଚିଠି; ହସ୍ପିଟାଲରେ ଏୟାରପୋର୍ଟ ଭଳି ଦିଆଯାଉ ସୁରକ୍ଷା

କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ପିଜି ମେଡିକାଲ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) । ଚିଠିରେ ଆଇଏମ୍‌ଏ ତରଫରୁ ୫ଟି ବଡ଼ ଦାବି ଜଣାଯାଇଥିବା…