ତାଜା ଖବର ରାଜନୀତି ରାଜ୍ୟ RD University Election: ରମାଦେବୀ ବିଶ୍ୱବିଦ୍ୟାଳୟରେ BCJD ର ବାଜିମାତ; ସୋନାଲି ବେହେରା ହେଲେ ସଭାପତି October 15, 2026 Papirani ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବିଜୟ ହାସଲ କରିଛି। କଡ଼ା ପ୍ରତିଦ୍ୱନ୍ଦ୍ୱିତା ଓ ଛକାପଞ୍ଛା ଭିତରେ BCJD ପ୍ରାର୍ଥୀ ସୋନାଲି ବେହେରା ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)…