ତାଜା ଖବର ରାଜ୍ୟ Jharsuguda Rail Modernisation: ଝାରସୁଗୁଡ଼ା ଷ୍ଟେସନରେ ସୁରକ୍ଷା ଆଧୁନିକୀକରଣ କାର୍ଯ୍ୟ: ୧୮ଟି ଟ୍ରେନ୍ ବାତିଲ୍ ସହ ଏକାଧିକ ଟ୍ରେନ୍ର ଗତିପଥ ପରିବର୍ତ୍ତନ November 29, 2026 Papirani ଦକ୍ଷିଣ-ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ଝାରସୁଗୁଡ଼ା ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୧୮ଟି ଟ୍ରେନ୍କୁ ବାତିଲ୍ କରାଯାଇଛି। ଏଥିସହ ବହୁ ଏକ୍ସପ୍ରେସ୍, ଇଣ୍ଟରସିଟି, ମେମୁ ଏବଂ ବନ୍ଦେ ଭାରତ ସେବା ସମେତ ଅନେକ ଟ୍ରେନ୍ର…