Tag: Proposal

State Cabinet Approves 16 Proposals: ରାଜ୍ୟ କ୍ୟାବିନେଟ୍‌ରେ ୧୧ ବିଭାଗର ୧୬ ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି । ମତ୍ସ୍ୟ ସେବା କ୍ୟାଡରର ପୁନର୍ଗଠନ ସହ ଜଳ ନିଷ୍କାସନ ସମସ୍ୟାର ସମାଧାନ…