ତାଜା ଖବର ରାଜ୍ୟ Power Utility Employees Strike: ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ: ରାଜ୍ୟରେ ଏସମା କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ October 13, 2026 Papirani ରାଜ୍ୟରେ ଜାରି ରହିଥିବା ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବାର ବଡ଼ ଧରଣର ଆଶଙ୍କା ଦେଖାଦେଇଛି। ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ବଜାୟ ରଖିବା ଏବଂ ସାଧାରଣ ଜନଜୀବନକୁ ସ୍ୱାଭାବିକ ରଖିବା ପାଇଁ ଓଡ଼ିଶା…