Tag: PM Modi

ଜାଣନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ଆଗରେ ମୋଦି ପାଦ ଛୁଇଁଥିବା ପୂର୍ଣ୍ଣମାସୀ ଜାନୀ କିଏ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ୨ ଦିନିଆ ଗସ୍ତର ଆଜି ହେଉଛି ଦ୍ବିତୀୟ ଦିନ । ତେବେ କନ୍ଧମାଳ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ କବି ତଥା ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ମୋଦି…

କଣ୍ଟାବାଞ୍ଜିର ୧୦ ଟା ଗାଁ ନାଁ ଲେଖିପାରିବେ କି ନବୀନ ବାବୁ: ମୋଦି

କନ୍ଧମାଳ ପରେ ବଲାଙ୍ଗୀର ସଭାରେ ନବୀନଙ୍କ ଉପରେ ବର୍ଷିଲେ ମୋଦି। “ନବୀନ ବାବୁ ‘କଣ୍ଟାବାଞ୍ଜି’ରୁ ନିର୍ବାଚନ ଲଢ଼ୁଛନ୍ତି। ନବୀନ ବାବୁଙ୍କୁ ଏଠିକି ଆସିଲେ ତାଙ୍କୁ ବିନା କାଗଜରେ ୧୦ଟି ଗାଁ ନାଁ ଲେଖିବାକୁ କହିବେ ବୋଲି କହିଛନ୍ତି ମୋଦି। ସେ ମାଟି…

ବିନା କାଗଜରେ ୩୦ଟି ଜିଲ୍ଲାର ନାଁ କହିପାରିବେନି ନବୀନ: ନରେନ୍ଦ୍ର ମୋଦି

ପୂର୍ବରୁ ମିତ୍ର କହିଥିଲେ ହେଲେ ଆଜି।ଫୁଲବାଣୀ ସଙ୍କଳ୍ପ ସମାବେଶ ସଭାରେ ନବୀନଙ୍କୁ ନିଶାନା କସିଛନ୍ତି ମୋଦି। ମୋଦି କହିଛନ୍ତି ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି, ନବୀନ ବାବୁଙ୍କୁ ସାଧା କାଗଜ ଖଣ୍ଡେ ଧରାଇ ଛିଡ଼ା କରାଯାଉ। ଏବଂ…

ବିଜେଡି ସ୍ଥାଣୁ ପାଲଟି ଯାଇଛି; ଓଡ଼ିଶାରେ ଏଥର ବିଜେପି ସରକାର: ନରେନ୍ଦ୍ର ମୋଦି

ରାଜ୍ୟ ରାଜନୀତିକୁ ହୁଲଚୁଲ କରୁଛି ମୋଦିଙ୍କ ଏକ୍ସ୍ ପୋଷ୍ଟ। ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ବିଶାଳ ରୋଡ ସୋ ପରେ ମୋଦି ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ଓଡ଼ିଆରେ ଲେଖିଛନ୍ତି ଯେ,ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଚମତ୍କାର ସଡ଼କ ଶୋଭାଯାତ୍ରାରେ ଓଡ଼ିଶାବାସୀଙ୍କ…

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ

ମୋଦିମୟ ହୋଇଛି ରାଜଧାନୀ । ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ଅଂଚଳରେ ବିଜେପିର ରୋଡ ଶୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ଏକ ବିଶାଳ ମେଗା ରୋଡ ସୋ କରିଛନ୍ତି । ରାମ ମନ୍ଦିର ଛକରୁ…

ଆଜି ରାଜଧାନୀରେ ମୋଦିଙ୍କ ରୋଡ ସୋ,ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଭୁବନେଶ୍ୱରରେ କରିବେ ରୋଡ ସୋ। ଏଥି ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଠାରୁ ବାଣୀ ବିହାର ଯାଏଁ ରାସ୍ତା ସିଲ୍ ରହିବ। ଆଜି ଅପରାହ୍ନ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡ଼ି ଚଳାଚଳ…

ହରିୟାଣାରେ ବିଜେପି ସରକାର ଟଳମଳ

ସଙ୍କଟରେ ହରିୟାଣାର ବିଜେପି ସରକାର। ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ।ବିଜେପିରୁ ସମର୍ଥନ ପ୍ରତ୍ୟାହାର ପରେ କଂଗ୍ରେସକୁ ସମର୍ଥନ ପାଇଁ ୩ ସ୍ବାଧୀନ ବିଧାୟକଙ୍କ ଘୋଷଣା।ଅପର ପକ୍ଷରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି ପାଇଁ କଂଗ୍ରେସ ଦାବି କରିଛି।…

୧୦ ରେ ମୋଦିଙ୍କ ରୋଡ୍‌ ସୋ

ଆସନ୍ତା ୧୦ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତ ସମୟରେ ଓଡ଼ିଶାରେ ରୋଡ୍‌ ସୋ କରିବେ ମୋଦି। ୧୦ ତାରିଖ ସଂଧ୍ୟା ୬ଟାରେ ଭୁବନେଶ୍ବରରେ ରୋଡ୍‌ ସୋ’ ହେବ।ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍‌ ସୋ’ ହେବ…

ବିଜେଡିକୁ କ୍ଷମା ଦେବେନି ଓଡ଼ିଶାର ମା’ମାନେ:ମୋଦି

ଆଜି ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାରେ ଉଦବୋଧନ ଦେବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୋଦୀ ସରକାର ଗର୍ଭବତୀ ମହିଳାଙ୍କୁ ୬ହଜାର ଟଙ୍କା ଆର୍ଥିକ ସହାୟତା ଦେଉଛି କିନ୍ତୁ ଓଡ଼ିଶା ସରକାର ଏହି…

ଦିନରେ ସ୍ବପ୍ନ ଦେଖୁଛି ବିଜେପି!

ମୋଦିଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ।…