କନ୍ଧମାଳ ପରେ ବଲାଙ୍ଗୀର ସଭାରେ ନବୀନଙ୍କ ଉପରେ ବର୍ଷିଲେ ମୋଦି। “ନବୀନ ବାବୁ ‘କଣ୍ଟାବାଞ୍ଜି’ରୁ ନିର୍ବାଚନ ଲଢ଼ୁଛନ୍ତି। ନବୀନ ବାବୁଙ୍କୁ ଏଠିକି ଆସିଲେ ତାଙ୍କୁ ବିନା କାଗଜରେ ୧୦ଟି ଗାଁ ନାଁ ଲେଖିବାକୁ କହିବେ ବୋଲି କହିଛନ୍ତି ମୋଦି। ସେ ମାଟି ସହ ଜଡ଼ିତ ନାହାନ୍ତି। ସେଥିପାଇଁ ଓଡ଼ିଶା ଏତେ ଧନୀ ହୋଇ ବି ଗରିବ’ ହୋଇ ରହିଛି କହିଲେ ମୋଦି। ଏଠିକା ଲୋକଙ୍କ ଉତ୍ସାହ ଦେଖିଲେ ପରିବର୍ତ୍ତନ ନିଶ୍ଚିତ ଲାଗୁଛି । ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାନ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ଏଥର ଡବଲ ଇଂଜିନ ସରକାର ନିଶ୍ଚିତ । ବିଜେଡି ଗରିବୀ ଦୂର ପାଇଁ କିଛି କରିନାହିଁ । ଓଡ଼ିଆ କଳାସଂସ୍କୃତିର ସେବା କରୁଥିବା ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ ଦିଆଯାଇଛି । ବିଜେପି ଆସିଲେ ରାଜ୍ୟରେ ଧାନର MSP ବୃଦ୍ଧି ହେବ, ୩ ଲକ୍ଷ୍ୟ ଲକ୍ଷପତୀ ଦିଦି ସୃଷ୍ଟି ହେବେ ବୋଲି ମୋଦି କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *