ଭୁବନେଶ୍ୱର ; ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ କିଛି ନେତା ବହିଷ୍କୃତ ହୋଇଛନ୍ତି । ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟ ବିଜେପିରୁ ବହିଷ୍କୃତ ହୋଇଛନ୍ତି ।

କିଛିଦିନ ତଳେ ବଡମ୍ବାର ବିଜୟ ଦଳବେହେରା, ସତ୍ୟବାଦୀର କାମାକ୍ଷା ପ୍ରଧାନ,ବ୍ରହ୍ମପୁର ଭ୍ରୁଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ବାଲେଶ୍ଵର ରଘୁନାଥ ମହାନ୍ତି, କଟକର ପ୍ରକାଶ ବେହେରା ନୀଳଗିରି ସୁକାନ୍ତ ନାୟକ,ନିମାପଡାରୁ
ବିଶେଶ୍ୱର ଟୁଡୁ ସାଲେପୁର ସାରଦା ପ୍ରଧାନ ବି ବହିଷ୍କୃତ ହୋଇଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *