Tag: #bjp#suspend

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ ବହିଷ୍କୃତ ହୋଇଥିବା ନେତା

ଭୁବନେଶ୍ୱର ; ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ କିଛି ନେତା ବହିଷ୍କୃତ ହୋଇଛନ୍ତି । ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟ ବିଜେପିରୁ ବହିଷ୍କୃତ ହୋଇଛନ୍ତି । କିଛିଦିନ ତଳେ ବଡମ୍ବାର ବିଜୟ ଦଳବେହେରା, ସତ୍ୟବାଦୀର କାମାକ୍ଷା ପ୍ରଧାନ,ବ୍ରହ୍ମପୁର ଭ୍ରୁଗୁ ବକ୍ସିପାତ୍ର, ଲେଖାଶ୍ରୀ…