ତାଜା ଖବର ରାଜ୍ୟ Scrub Typhus Scare In Palalahada : ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ: ୨ ଦିନରେ ୨୯ ନୂଆ ପଜିଟିଭ୍ ଚିହ୍ନଟ August 31, 2026 Papirani ପାଲଲହଡ଼ା ଅଞ୍ଚଳରେ ଏବେ ଘାାତକ ସ୍କ୍ରବ୍ ଟାଇଫସ୍ ରୋଗର ଆତଙ୍କ ଦେଖାଦେଇଛି। ଗତ ୨ ଦିନ ମଧ୍ୟରେ ଅଞ୍ଚଳରୁ ୨୯ ଜଣ ନୂଆ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ରୋଗୀ ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା…