Tag: Pakistan

Taliban Strikes Pakistan: ପାକିସ୍ତାନ ଉପରେ ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ; ନୁର ଖାନ ଏୟାରବେସ୍ ଛାରଖାର

ଆଫଗାନିସ୍ତାନ ଏବଂ ପାକିସ୍ତାନ ଯୁଦ୍ଧ ମଧ୍ୟ ଜାରି ରହିଛି ।ପାକିସ୍ତାନର ନୁର ଖାନ ଏୟାରବେସ୍ ଛାରଖାର। ଆଫଗାନିସ୍ତାନ ପକ୍ଷରୁ ହୋଇଛି ଏହି ଏୟାରଷ୍ଟ୍ରାଇକ। ପାକିସ୍ତାନ ସହିତ ଚାଲିଥିବା ବିବାଦ ମଧ୍ୟରେ ତାଲିବାନ ରାୱଲପିଣ୍ଡିର ନୁର ଖାନ ଏୟାରବେସକୁ ଟାର୍ଗେଟ କରିଥିବା ଦାବି…

Pakistan Declares Open War: ଆଫଗାନିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କଲା ପାକିସ୍ତାନର

ଆଫଗାନିସ୍ତାନ ବିରୋଧରେ ପାକିସ୍ତାନର ଯୁଦ୍ଧ ଘୋଷଣା ।ଖୋଲା ଯୁଦ୍ଧ ଘୋଷଣା କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ । ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଥିବା ସୀମାରେ ପୁନର୍ବାର ସଂଘର୍ଷ ପରେ ଇସଲାମାବାଦ ଆଫଗାନିସ୍ତାନ ତାଲିବାନ ସରକାରଙ୍କ ବିରୁଦ୍ଧରେ “ଖୋଲା…

Islamabad Blast: ପାକିସ୍ତାନ ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ; ୩୧ ମୃତ; ୧୬୦ ଗୁରୁତର

ପାକିସ୍ତାନ ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ । ଇସଲାମବାଦର ଶେହଜାଦ ତର୍ଲାଇ ଇମାମବରଗାହରେ ଏକ ମସଜିଦରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬୦ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି…

T20 World Cup 2026: ଟି ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣ ନେଇ ସସ୍‌ପେନ୍ସ; ସୋମବାର ସୁଦ୍ଧା ଜଣାଇବ ନିଷ୍ପତ୍ତି

ଟି ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣ ନେଇ ସସ୍‌ପେନ୍ସ ଜାରି ରହିଛି। ଟି-୨୦ ବିଶ୍ୱକପ୍-୨୦୨୬ ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମଧ୍ୟ ପାକିସ୍ତାନକୁ ନେଇ ସସପେନ୍ସ ଏବଂ ବିବାଦ ଉଭୟ ରହିଛି। ଏନେଇ ସୋମବାର…

Men’s T20 World Cup 2026: ଫେବ୍ରୁଆରୀ ୧୫ରେ ଭାରତ ପାକିସ୍ତାନ ମ୍ୟାଚ୍

କ୍ରିକେଟ ମୈଦାନରେ ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆସନ୍ତାବର୍ଷ ଫେବ୍ରୁଆରୀ ୧୫ ତାରିଖରେ ଭାରତ-ପାକିସ୍ତାନ ଟି ଟ୍ୱେଣ୍ଟି ମୁକାବିଲା ଅନୁଷ୍ଠିତ ହେବ । ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପରେ ସାମ୍ନାସାମ୍ନି ହେବେ ଦୁଇ ଦଳ । ଏସିଆ କପ୍‌ରେ ଭାରତର କ୍ଲିନ୍…

ପାକିସ୍ତାନକୁ ହରାଇ ଏସିଆ କପ ଟାଇଟଲ ଜିତିଲା ଭାରତ

ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ । ଏସିଆ କପ୍ ଟି-୨୦ରେ ଅପରାଜୟ ଥିବା ଭାରତ ପାକିସ୍ତାନକୁ ହରାଇ ନବମ ଏସିଆ କପ ଟାଇଟଲ ଜିତିଛି ।ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଦଳ ଦୁବାଇରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ…

୨ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ବିସିସିଆଇର ଅଭିଯୋଗ

୨ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ବିସିସିଆଇର ଅଭିଯୋଗ । ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ନାଁରେ ଅଭିଯୋଗ କଲା ବିସିସିଆଇ । ଭାରତୀୟ ଦଳ ଏସିଆ କପ୍ ଲିଗ୍ ମ୍ୟାଚ୍‌ରେ ପାକିସ୍ତାନକୁ ସାତ ୱିକେଟ୍‌ରେ ଏବଂ ସୁପର-୪ ମ୍ୟାଚ୍‌ରେ ଛଅ…

ପାକିସ୍ତାନ ସହ ଅଏଲ ପାର୍ଟନରସିପ୍ ଡିଲ୍ ଘୋଷଣା କଲେ ଟ୍ରମ୍ପ; ଭାରତୀୟ ଅର୍ଥନୀତିକୁ ‘ଡେଡ’ କହିଲେ

ଏତେ ବଡ ଦେଶ ତେଲ ବିକ୍ରୟ କରିବା କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ତେଲକୁ କେନ୍ଦ୍ର କରି କୌଣସି ଦେଶ ସହ ଶତ୍ରୁତା କରିବାର ମାନେ ହେଉଛି ନିଜ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ। । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍…

ଏ ପର୍ଯ୍ୟନ୍ତ ମିଳିନାହିଁ ଜ୍ୟୋତିଙ୍କ ସହ ଆତଙ୍କୀ ଲିଙ୍କର କୌଣସି ପ୍ରମାଣ: ହିସାର ପୋଲିସ

ପାକିସ୍ତାନୀ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଗିରଫ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ପ୍ରତି ଦିନ ନୂଆ ନୂଆ ଖୁଲାସାରେ ହେବାରେ ଲାଗିଛି । ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ୍‌ସ(ପିଆଇଓ)ର ଅଧିକାରୀଙ୍କ ସହ ସୂଚନା ଆଦାନ ପ୍ରଦାନ କରୁଥିବାକୁ ନେଇ…

୨୦ ଦିନ ପରେ ବିଏସଏଫ ଯବାନଙ୍କୁ ଛାଡ଼ିଲା ପାକିସ୍ତାନ

ବିଏସଏଫ କନଷ୍ଟେବଲଙ୍କୁ ଛାଡ଼ିଲା ପାକିସ୍ତାନ । ୨୦ ଦିନ ପରେ ସ୍ବଦେଶ ଫେରିଲେ ପାକିସ୍ତାନୀଙ୍କ ହେପାଜତରେ ଥିବା ବିଏସଏଫ ଯବାନ । ଅଟାରି-ୱାଘା ସୀମା ଦେଇ ଭାରତ ଫେରିଲେ ଯବାନ। ଭୁଲ୍‌ବଶତଃ ସୀମା ଅତିକ୍ରମ କରିଥିବାରୁ ଅଟକ ରଖିଥିଲା ପାକିସ୍ତାନ ।…