ରାଜନୀତି ରାଜ୍ୟ ଟଙ୍କା ବାଣ୍ଟୁଛନ୍ତି ବିଜେଡି ନେତା! ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି May 11, 2024 Nirvay ନିର୍ବାଚନ ହାରିବାର ଭୟ ଘାରିଛି ବିଜୁ ଜନତା ଦଳକୁ । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିଆସୁଛି ବିଜେଡି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଭୋଟ…
ରାଜନୀତି ରାଜ୍ୟ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୭୩୦୩ କେନ୍ଦ୍ର ପ୍ରସ୍ତୁତ May 11, 2024 Nirvay ଆସନ୍ତା ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୋଟରଙ୍କ ସଂଖ୍ୟା ଓ ବୁଥ୍ ଆଦିକୁ ନେଇ ସିଇଓ ଆଜି ସୂଚନା ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୭…
ତାଜା ଖବର ଦେଶ ରାଜନୀତି ରାଜ୍ୟ ମୋଦିଙ୍କୁ ପାଣ୍ଡିଆନଙ୍କ ଚାଲେଞ୍ଜ; ନବୀନଙ୍କ ଶପଥ ଗ୍ରହଣକୁ ଦେଲେ ନିମନ୍ତ୍ରଣ May 11, 2024 Papirani ଆଜି ବୀରମିତ୍ରପୁରରେ ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଭିକେ ପାଣ୍ଡିଆନ୍ । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍ କହିଛନ୍ତି ଯେଉଁଠି ବିଜେପି ହାରିବାର ଥାଏ, ସେଠାକୁ ବିଜେପିର ବଡ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି: ମୋଦୀ May 11, 2024 Papirani ବରଗଡ଼ ସହର ନିକଟ ବରାହାଗୁଡ଼ା ବିକାଶ ଭିନ୍ଟେଜ୍ ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି। ବିଜେଡି ନେତାଙ୍କ ବିରୋଧରେ ଲୋକଙ୍କ ମନରେ ରାଗ ଅଛି। କେତେ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସାରିବ ପ୍ରଚାର May 11, 2024 Papirani ଭୁବନେଶ୍ବର: ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଆମ ରାଜ୍ୟ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ। ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ପଡ଼ିବ…
ବ୍ୟବସାୟ ଶ୍ରୀମନ୍ଦିର ରତ୍ନଭଣ୍ଡାର ବିଷୟ ନେଇ ବିଜେଡି ସରକାର ଉପରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି May 11, 2024 Papirani ଫୁଲବାଣୀ: ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ପାଟଖଣ୍ଡା ଓ ମା’ ନାରାୟଣୀଙ୍କୁ ପ୍ରଣାମ ଜଣାଇ ନିଜ ଅଭୀଭାଷଣ ଆରମ୍ଭ କରିବା କ୍ରମରେ ମାତୃଶକ୍ତିର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ସମ୍ବଲପୁରରେ ଏକାଠି ହେଲେ ବିଜେଡି ଓ ବିଜେପିର ପ୍ରମୁଖ ନେତା May 11, 2024 Papirani ସମ୍ବଲପୁରରେ ଶୀତଳ ଷଷ୍ଠୀ ଏକ ବଡ ପର୍ବ । ବିଶ୍ୱ ପ୍ରସିଦ୍ଧ ଦେବ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା ନୀତି ସମ୍ପନ୍ନ ସହିତ ମାସାଧିକକାଳ ପ୍ରାକ ପ୍ରସ୍ତୁତି ପର୍ବର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ନେତାମାନେ ଜନତାଙ୍କ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଉଦବୋଧନ କରିବେ ନରେନ୍ଦ୍ର ମୋଦୀ May 11, 2024 Papirani ରାଜଧାନୀରେ ବିଶାଳ ରୋଡ୍ ସୋ’ ପରେ ଆଜି ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମେ କନ୍ଧମାଳ ଯିବେ ପ୍ରଧାନମନ୍ତ୍ରୀ । ସକାଳୁ ପ୍ରଥମେ ଫୁଲବାଣୀ…
ଦେଶ ରାଜନୀତି ରାଜ୍ୟ ବିଜେଡି ସ୍ଥାଣୁ ପାଲଟି ଯାଇଛି; ଓଡ଼ିଶାରେ ଏଥର ବିଜେପି ସରକାର: ନରେନ୍ଦ୍ର ମୋଦି May 11, 2024 Nirvay ରାଜ୍ୟ ରାଜନୀତିକୁ ହୁଲଚୁଲ କରୁଛି ମୋଦିଙ୍କ ଏକ୍ସ୍ ପୋଷ୍ଟ। ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ବିଶାଳ ରୋଡ ସୋ ପରେ ମୋଦି ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ଓଡ଼ିଆରେ ଲେଖିଛନ୍ତି ଯେ,ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଚମତ୍କାର ସଡ଼କ ଶୋଭାଯାତ୍ରାରେ ଓଡ଼ିଶାବାସୀଙ୍କ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ May 10, 2024 Papirani ମୋଦିମୟ ହୋଇଛି ରାଜଧାନୀ । ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ଅଂଚଳରେ ବିଜେପିର ରୋଡ ଶୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ଏକ ବିଶାଳ ମେଗା ରୋଡ ସୋ କରିଛନ୍ତି । ରାମ ମନ୍ଦିର ଛକରୁ…