ତାଜା ଖବର ରାଜନୀତି ରାଜ୍ୟ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ୫ଜଣଙ୍କୁ ଗିରଫ May 31, 2024 Papirani ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି। ନିର୍ବାଚନ ପ୍ରଚାରର ଶେଷ ଦିନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାନକୁଟା ଗାଁରେ ପ୍ରଚାରରୁ…
ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରୁମ୍ରେ ଟେଲିଫୋନ ସଂଯୋଗ ନାହିଁ: ଧର୍ମେନ୍ଦ୍ର ପ୍ରଧାନ May 30, 2024 Papirani ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାରରେ ନବୀନ ଓ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ୨୫ ବର୍ଷ ପରେ ବି ମୌଳିକ ସୁବିଧା ଯୋଗାଇବାରେ ଫେଲ୍ ମାରିଛି ବିଜେଡି ସରକାର । ଓଡ଼ିଶାରେ…
ତାଜା ଖବର ରାଜନୀତି ରାଜ୍ୟ ସରିଲା ରାଜ୍ୟର ଶେଷ ପର୍ଯ୍ୟାୟ ମତଦାନର ପ୍ରଚାର May 30, 2024 Papirani ଦେଶରେ ସପ୍ତମ ଓ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନରେ ୪୨ଟି ବିଧାନସଭା ନିର୍ବାଚନ…
ତାଜା ଖବର ରାଜନୀତି ରାଜ୍ୟ ନିର୍ବାଚନ ହାରିବା ଜାଣି ମୁଖ୍ୟମନ୍ତ୍ରୀ କହୁଛନ୍ତି ମିଛ: ଅନୀଲ ବିଶ୍ଵାଳ May 30, 2024 Papirani ଆଜି ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାର ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟକୁ କଟାକ୍ଷ କରିଛନ୍ତି ବିଜେପିର ମୁଖପାତ୍ର ଅନୀଲ ବିଶ୍ଵାଳ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଣି ମିଛ କହିଲେ l ନିର୍ବାଚନ ହାରିବା ଜାଣି ମୁଖ୍ୟମନ୍ତ୍ରୀ ନିଜର…
ତାଜା ଖବର ଦେଶ ରାଜନୀତି ରାଜ୍ୟ ପାଣ୍ଡିଆନ ଦ୍ୱାରା ହୋଇଥିବା କ୍ଷତି ଭରଣା ପାଇଁ ନବୀନଙ୍କ ଶେଷ ଚେଷ୍ଟା May 30, 2024 Papirani ବିଜେଡିରେ କିଏ ତାଙ୍କ ଉତ୍ତରାଧିକାରୀ ହେବ, ଏହାଙ୍କ ନେଇ ଆଲୋଚନା ଚାଲିଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ନବୀନ ଆଜି ସ୍ପଷ୍ଟ କରିଛନ୍ତି। ତାହା ସହ…
ତାଜା ଖବର ରାଜନୀତି ରାଜ୍ୟ ମିଶିକି ଅଛନ୍ତି ବିଜେଡି-ବିଜେପି: ରାହୁଲ ଗାନ୍ଧୀ May 30, 2024 Papirani ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ନେତା ରାହୁଲ…
ରାଜନୀତି ରାଜ୍ୟ କେରଳ ଛୁଇଁଲା ମୌସୁମୀ May 30, 2024 Nirvay ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଅର୍ଥାତ ୩୦ ତାରିଖ ଦିନ କେରଳ ଛୁଇଁଛି । ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ(IMD) ସୂଚନା ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା…
ତାଜା ଖବର ରାଜନୀତି ରାଜ୍ୟ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର May 30, 2024 Papirani ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟ ଓ ଦେଶରେ ପ୍ରଚାରର ଶେଷ ଦିନ । ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ଓ ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । ଆଜି ସନ୍ଧ୍ୟା ସୁଦ୍ଧା ସବୁ ଦଳ ପ୍ରଚାର…
ତାଜା ଖବର ରାଜନୀତି ରାଜ୍ୟ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି May 30, 2024 Papirani ପୁରୀ ଚନ୍ଦନ ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇ ଘରୋଇ ମେଡିକାଲରେ…
ରାଜନୀତି ରାଜ୍ୟ ଯାଜପୁର ଠିକାଦାରଙ୍କ ଘରେ IT ରେଡ୍ May 30, 2024 Nirvay ଯାଜପୁର ଟାଉନରେ ଜଣେ ଠିକାଦାରଙ୍କ ଘରେ IT ରେଡ୍ ହେଉଥିବା ସୂଚନା ମିଳିଛି। ବିଦ୍ୟୁତ ବିଭାଗ ଠିକାଦାର ଧରଣୀ ସାହୁଙ୍କ ଘରେ ସକାଳୁ IT ରେଡ୍ ଚାଲିଥିବା ସୂଚନା ମିଳିଛି।ଠିକାଦାରଙ୍କ ଯାଜପୁର ପୈାରପାଳିକା ହାଟପାଟଣା ସ୍ଥିତ ଘରେ ରେଡ୍ ହେଉଛି। ଚଢାଉରେ…