Tag: Odisha

୪ ମାସ ମଧ୍ୟରେ ରାଜ୍ୟର ସମସ୍ତ ହସ୍ପିଟାଲର ଅଗ୍ନି ନିରାପତ୍ତା ଅଡିଟ୍ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ମାଳମାଳ ଖୋଲିଛି ସରକାରୀ ଓ ବେସରକାରୀ ନସିଂ ହୋମ । ଏଭଳି ଅନେକ ପ୍ରଶ୍ନ ଭିତରେ ଚାଳିରେ ଲାଗୁଛି ଲୋକଙ୍କ ଜୀବନ । କଟକରେ ଛତୁ ସଟିଲା ଭଳି ନର୍ବି ହୋମ 1 ଓ ହସ୍ପିଟାଲ । କାହା ପାଖରେ…

କାଲିଠୁ ରାଜ୍ୟରେ କଲବଲ କରିବ ଖରା

କାଲିଠୁ ରାଜ୍ୟରେ ବଢ଼ିବ ଖରା । ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଲାଗିରହିଥିଲା ଫଳରେ ଶୀତ କମ ଅନୁଭୂତ ହେଉଥିଲା । କିନ୍ତୁ ରାଜ୍ୟରୁ ଶୀତ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଆସନ୍ତାକାଲିଠୁ ଖରା ବଢିବ । ସପ୍ତାହେ ଯାଏ…

ଓଡ଼ିଶାରେ ବିଳାସପୂର୍ଣ୍ଣ ହୋଟେଲ କରିବ ରାଡିସନ୍‌ ଗୃପ

ରାଡିସନ୍‌ ହୋଟେଲ ଗୃପ ଭୁବନେଶ୍ୱର ପଟିଆରେ ୭୯ କୋଟି ଟଙ୍କା ଖର୍ଚ୍ଚରେ ତିଆରି କରିବ ବିଳାସପୂର୍ଣ୍ଣ ହୋଟେଲ । ଚଳିତ ଜୁଲାଇରେ ହୋଟେଲର ହେବ ଶୁଭାରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣା…

ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ; ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଇବେ ଦୀପାଳି

ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଆଜି ୨ ବର୍ଷ ପୁରିଛି । ଏହି କ୍ରମରେ ତାଙ୍କ ଝିଅ ତଥା ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଲିଖିତଭାବେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି । କାହା…

ବହିଷ୍କୃତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା

ନିଜ ପଦରୁ ବହିଷ୍କୃତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ । ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀଙ୍କ ବିରୁଦ୍ଧରେ ବିଭିନ୍ନ ଅନିୟମିତତା ଅଭିଯୋଗ ଆଧାରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଦେବଗଡ଼ ପୌରାଧ୍ୟକ୍ଷାଙ୍କୁ ଅଯୋଗ୍ୟ…

ଅପରାଧୀଙ୍କ ଧରାସ୍ୱର୍ଗ ପାଲଟିଛି ଓଡିଶା: ବିଜେଡି

ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ନିନ୍ଦା କରିଛି ବିଜେଡି । ଜାନୁଆରୀ ୨୬ ରାତିରେ ଚାରିଆଡେ ପୋଲିସ ଥିବାବେଳେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି ଘଟଣାରେ ଚୋର ଧାରା…

ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଆଗାମୀ ଜାନୁଆରୀ ୩୧ ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜୁ ଜନତା ଦଳ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କ…

ରଥଯାତ୍ରା ୨୦୨୫: ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ କାଠ

ରଥ ନିର୍ମାଣ ପାଇଁ ମହାବୀର କ୍ଷେତ୍ର ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ପର୍ଯ୍ୟାୟ ରଥକାଠ ତିନୋଟି ଟ୍ରକରେ ବାହାରି ଆଜି ପୁରୀରେ ପହଞ୍ଚିଛି । ଏଥିରେ ୫୩ ଖଣ୍ଡ ଧଉରା, ୪୮ ଖଣ୍ଡ ଅସନ କାଠ ରହିଛି । ରଥ ନିର୍ମାଣ ପାଇଁ…

କେନ୍ଦୁଝରରେ ଜେଏସଡବ୍ଲ୍ୟୁ ପ୍ରତିଷ୍ଠା କରିବ ଇସ୍ପାତ କାରଖାନା

କେନ୍ଦୁଝରରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଜେଏସଡବ୍ଲ୍ୟୁ । ଏନେଇ ଆଜି ଓଡ଼ିଶା କନକ୍ଲେଭ୍‌ରେ ଏହା ଘୋଷଣା କରିଛନ୍ତି ଜିନ୍ଦଲ କମ୍ପାନିର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ। ସେ କହିଛନ୍ତି କେନ୍ଦୁଝରରେ ହେବ ଇସ୍ପାତ କାରଖାନା । ପୋସ୍କୋ କମ୍ପାନୀ ପ୍ରତିଷ୍ଠା ହେବ…

ରାୟଗଡ଼ାରେ ହେବ ଆଲୁମିନିୟମ ପ୍ଲାଣ୍ଟ

ରାୟଗଡ଼ାରେ ପ୍ରତିଷ୍ଠା ହେବ ଆଲୁମିନିୟମ ପ୍ଲାଣ୍ଟ । ଏ ନେଇ ଆଜି ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ଯୋଗ ଦେଇ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶା ମତେ ସ୍ୱର୍ଗ ପରି ଲାଗେ । ଓଡ଼ିଶାରେ…