ତାଜା ଖବର ରାଜ୍ୟ ପୂର୍ବତଟ ରେଳପଥର ବିଭାଜନ ନେଇ ଗୃହରେ ଉଦବେଗ November 29, 2024 Papirani ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ପୂର୍ବତନ ରେଳ ଜୋନକୁ ବିଭାଜନ କରି କେନ୍ଦ୍ର ସରକାର ଓଡ଼ିଶା ସହ ପ୍ରତାରଣା କରୁଛନ୍ତି ବୋଲି ବିଜଦ ବିଧାୟକ ଶାରଦା ପ୍ରସାଦ ଜେନା ବିଧାନସଭାର ଶୂନ୍ୟକାଳରେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ବୁଧବାର ଗୃହର…
ତାଜା ଖବର ରାଜ୍ୟ ରାସନ୍ କାର୍ଡରେ ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ November 27, 2024 Papirani ଆଜି ଗୃହରେ ବିଧାୟକ ମାନସ କୁମାର ଦତ୍ତ ରାସନ୍ କାର୍ଡ ସମ୍ପର୍କିତ ପ୍ରଶ୍ନ ପଚାରିଛନ୍ତି । ତାଙ୍କର ପ୍ରଶ୍ନ ଇ-କେୱାଇସି ପ୍ରକ୍ରିୟାରୁ କେତେ ଭୂତ ରାସନ କାର୍ଡ ମିଳିଛି ଏବଂ ଉକ୍ତ ପ୍ରକ୍ରିୟା କେତେ ଦିନ ଆଉ ଚାଲିବ ଓ ଅଦ୍ୟାବଧୂ…
ତାଜା ଖବର ରାଜନୀତି ରାଜ୍ୟ ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ଆଦାନୀକୁ ଅନୁମତି ଦେବେନି ରାଜ୍ୟ ସରକାର : ଉପମୁଖ୍ୟମନ୍ତ୍ରୀ November 27, 2024 Papirani ଆଜି ବିଧାନସଭାରେ ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇଥିଲା ବିଜେଡି । ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଭରପୁର ରହିଛି । ସରକାର ଆଦାନୀକୁ ଅନୁମତି ଦେଇଛନ୍ତି କି ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ଆଗକୁ ଗନ୍ଧମାର୍ଦନରୁ ବକ୍ସାଇଟ ଖନନ ପାଇଁ କୌଣସି କମ୍ପାନୀକୁ…
ତାଜା ଖବର ରାଜନୀତି ରାଜ୍ୟ ବାରହା ମାରିବାକୁ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ ; ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ November 27, 2024 Papirani ଆଜି ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ରହିଛି । ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଇଲେକ୍ଟ୍ରି କରେଣ୍ଟ ପାଇଁ ହାତୀଙ୍କ ମୃତ୍ୟୁ ହେଉଥିବାରୁ ବଡ ପଦକ୍ଷେପ ନେଇଛନ୍ତି । ସେ ଚେତାବନୀ ଦେଇ…
ତାଜା ଖବର ରାଜ୍ୟ ୫ ମାସ ମଧ୍ୟରେ ଓଡିଶାରେ ହୋଇଛି ୪୦ ହାତୀଙ୍କ ମୃତ୍ୟୁ November 26, 2024 Papirani ୫ ମାସ ମଧ୍ୟରେ ଓଡିଶାରେ ମଲେଣି ୪୦ ହାତୀ । ରାଜ୍ୟରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ନେଇ ଗୃହରେ ତଥ୍ୟ ରଖିଲେ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଜଙ୍ଗଲ, ପରିବେଶ ମନ୍ତ୍ରୀ କହିଛନ୍ତି ୫ ମାସରେ ୪୦…
ତାଜା ଖବର ରାଜନୀତି ରାଜ୍ୟ ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ; ଗୃହ ୪ଟା ଯାଏଁ ମୁଲତବି November 26, 2024 Papirani ସପ୍ତଦଶ ବିଧାନସଭାର ଦ୍ୱିତୀୟ ତଥା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ମାତ୍ର ପ୍ରଥମ ଦିନରୁ ଗୃହରେ ହୋହାଲ୍ଲା ଦେଖିବାକୁ ମିଳିଛି । ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଦିନ ୪ଟା ଯାଏଁ ମୁଲତବି କଲେ ବାଚସ୍ପତି ସୁରମା ପାଢ଼ୀ…
ତାଜା ଖବର ରାଜ୍ୟ ବିଧାନସଭା ଆଗରେ ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘର ଆନ୍ଦୋଳନ September 11, 2024 Papirani ୬ ମାସ ଦରମା ପାଇନଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘ । ଆଜି ବିଧାନସଭା ଆଗରେ ଆନ୍ଦୋଳନ ପାଇଁ ଏକାଠି ହୋଇଛନ୍ତି ବିଭିନ୍ନ ଜିଲ୍ଲାର ହଜାର ହଜାର ମହିଳା । ବକେୟା ଦରମା ସହ ଗୋଷ୍ଠୀ ସହାୟିକା…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭାରେ ଉଠିଲା ମମିତା ମେହେର, ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ପ୍ରସଙ୍ଗ September 10, 2024 Papirani ବିଧାନସଭା ଗୃହରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସ୍ବାମୀ ଲକ୍ଷ୍ମଣାନନ୍ଦ, ନବ ଦାସ, ମମିତା ମେହେର ହତ୍ୟା ମାମଲା ସହ ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି ଜୟନାରାୟଣ ମିଶ୍ର । ସେ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଖାଲି ପଡିଛି ୩୦ ହଜାରରୁ ଅଧିକ ଶିକ୍ଷକ ପଦବୀ September 6, 2024 Papirani ରାଜ୍ୟରେ ବେକାରୀ ଓ ବେରୋଜଗାରୀ ସହିତ ଦାଦନ ପ୍ରମୁଖ ସମସ୍ୟା ରହିଛି । ଅନେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ନଥିବା ବେଳେ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ଯୁବକ ଯୁବତୀ ।ଆଜି ବିଧାସଭାର ଗୃହରେ ବିଧାୟକ ଚକ୍ରମଣୀ କହଁରଙ୍କ ପ୍ରଶ୍ନରେ ଉତ୍ତରରେ ଗଣଶିକ୍ଷା…
ରାଜନୀତି ରାଜ୍ୟ ଚଳିତ ବର୍ଷ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ୫ ହଜାର ୬୯୬ ଜଣ: ପରିବହନ ମନ୍ତ୍ରୀ September 5, 2024 Papirani ଦିନକୁ ଦିନ ରାଜ୍ୟରେ ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା । ପ୍ରତି ବର୍ଷ ଦୁର୍ଘଟଣାରେ ଯାଉଛି ହଜାର ହଜାର ଜଣଙ୍କ ଜୀବନ । ଏହି ସମ୍ପର୍କରେ ଆଜି ବିଧାନସଭା ଗୃହରେ ସନାତନ ମହାକୁଡ଼ ପଚାରିଥିବା ପ୍ରଶ୍ନରେ ପରିବହନ ମନ୍ତ୍ରୀ…