Tag: Nitin Nabin’s PA

Man Posing As Nitin Nabin’s PA Arrested: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ପିଏ ପରିଚୟ ଦେଇ ୪ ରାଜ୍ୟରୁ ଠକେଇ: ଓଡ଼ିଶାରୁ ଅଭିଯୁକ୍ତ ଗିରଫ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ବ୍ୟକ୍ତିଗତ ସହାୟକ (PA) ବୋଲି ମିଛ ପରିଚୟ ଦେଇ ନିର୍ବାଚନ ଟିକେଟ୍ ପ୍ରଲୋଭନରେ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ଜଣେ ଅଭିଯୁକ୍ତକୁ ଓଡ଼ିଶା ପୋଲିସ ଗିରଫ କରିଛି। ରବିବାର ପୋଲିସ ପକ୍ଷରୁ ଏହି ସୂଚନା…