Tag: NEET-UG

NEET-UG 2026: ଆଜି ନିଟ୍-ୟୁଜି ପରୀକ୍ଷା 

ପ୍ରଶ୍ନପତ୍ର ଲିକ୍ ନେଇ ବିବାଦ ପରେ ଆଜି ଦେଶର ୫୬୪ଟି ସହରରେ NEET-UG 2026 ପରୀକ୍ଷା ପୁନଃପରିଚାଳନା କରାଯାଉଛି। ପେପର୍ ଲିକ୍ ଯୋଗୁଁ ଗତ ମାସରେ ପରୀକ୍ଷା ବାତିଲ୍ ହେବାପରେ ଏଥର କଡ଼ା ସୁରକ୍ଷା ସହିତ ତ୍ରୁଟିଶୂନ୍ୟ ଭାବେ ପରୀକ୍ଷା ପରିଚାଳନା…

Telegram App Ban: ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ

ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ । NEET-UG ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମୟିକ କଟକଣା ଜାରି ରହିଲା। ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET ପୁନଃପରୀକ୍ଷାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆ ମେସେଜିଂ ଆପ୍…

NEET-UG 2026: ସାନି NEET-UG ପାଇଁ ଆସିଲା ଆଡମିଟ୍‌ କାର୍ଡ

ସାନି NEET-UG ପାଇଁ ଆସିଲା ଆଡମିଟ୍‌ କାର୍ଡ । NTA ୱେବସାଇଟ୍‌ରେ ଜୁନ ୨୧ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଉପଲବ୍ଧ ହୋଇଛି । ପୁନଃପରୀକ୍ଷା ପାଇଁ ପ୍ରାର୍ଥୀମାନେ ଏବେ ସରକାରୀ ୱେବସାଇଟ୍ neet.nta.nic.in କୁ ଯାଇ ସେମାନଙ୍କର ହଲ୍ ଟିକେଟ୍…

NEET Paper Leak: ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣା; ଓଡ଼ିଶାରେ ପହଞ୍ଚି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ କହ୍ନେୟା କୁମାର

ଝାରସୁଗୁଡ଼ାରେ ପହଞ୍ଚିବା ପରେ ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ଇସ୍ତଫା ଦାବି କରିଛନ୍ତି କଂଗ୍ରେସର ଯୁବ ନେତା କହ୍ନେୟା କୁମାର । ସେ କହିଛନ୍ତି ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ପ୍ରକାଶ ପାଇଛି NEET-UG-୨୦୨୫ ପରୀକ୍ଷା ଫଳ

ପ୍ରକାଶ ପାଇଲା ଚଳିତ ବର୍ଷର NEET UG ଫଳାଫଳ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କୁ ଇ-ମେଲ୍ ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ। http://neet.nta.nic.inରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ। ଚଳିତବର୍ଷ ରାଜସ୍ଥାନର ମହେଶ କୁମାର…

ନିଟ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟ

ଆଜି ନିଟ୍ ପୁନଃ ପରୀକ୍ଷା ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ନିଟ୍ ପୁନଃ-ପରୀକ୍ଷା ପାଇଁ ଦିଆଯାଇଥିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଅନ୍ୟପକ୍ଷରେ ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହିତ ପେପର ଲିକକୁ ରୋକିବା ପାଇଁ…

ନିଟ୍ ୟୁଜି ପରୀକ୍ଷାରେ ୧୧ ହଜାର ପିଲା ରଖିଛନ୍ତି ଶୂନରୁ କମ୍‌ ମାର୍କ

NTA ପକ୍ଷରୁ ପ୍ରକାଶ ପାଇଥିବା ନିଟ୍ ୟୁଜି ପରୀକ୍ଷାରେ ସହର ଓ ସେଣ୍ଟର ଭିତ୍ତିରେ ରେଜଲ୍ଟ ପ୍ରକାଶ ପରେ ୧୧ ହଜାର ପିଲା ରଖିଛନ୍ତି ଶୂନରୁ କମ୍‌ ମାର୍କ କିମ୍ବା ନେଗେଟିଭ ମାର୍କ । ସୂଚନା ମୁତାବକ, ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ…

ପ୍ରକାଶ ପାଇଲା ନିଟ୍‌ ୟୁଜିର ପରୀକ୍ଷା ଫଳ

ବିବାଦ ମଧ୍ୟରେ ଆଜି ପ୍ରକାଶ ପାଇଲା ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ୟୁଜିର ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଆଜି ନିଜର ଅଫିସିଆଲ୍ ୱେବସାଇଟରେ ନିଟ୍‌ ୟୁଜିର ପରୀକ୍ଷା ଫଳ ପ୍ରକାଶ କରିଛି | ନିଟ୍‌ ୟୁଜି ପରୀକ୍ଷାରେ…

ଶନିବାର ୧୨ଟା ସୁଦ୍ଧା ପ୍ରକାଶ ପାଇବ ନିଟ୍‌-ୟୁଜି ରେଜଲ୍ଟ

ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଶନିବାର ମଧ୍ୟାହ୍ନ ସୁଦ୍ଧା ନିଟ୍‌-ୟୁଜି ପରୀକ୍ଷାଫଳ ପ୍ରକାଶ ନେଇ ଏନ୍‌ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସହର ୱାରୀ ଏବଂ ପରୀକ୍ଷା…

୧୮କୁ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି

ସୁପ୍ରିମକୋର୍ଟରେ ନିଟ୍ ୟୁଜି ମାମଲାର ଶୁଣାଣି ଘୁଞ୍ଚିଛି। କିଛି ପ୍ରତିପକ୍ଷ ସତ୍ୟପାଠ ପାଇ ନଥିବାରୁ ଏହି ଶୁଣାଣି ଘୁଞ୍ଚିଥିବା ଜଣାପଡ଼ିଛି। କେନ୍ଦ୍ର ଓ ନିଟ୍‌ ଦେଇଥିବା ସତ୍ୟପାଠକୁ ପ୍ରତିପକ୍ଷ ପାଇନାହାନ୍ତି। ତେଣୁ ଏହି ମାମଲାର ଶୁଣାଣି ଆସନ୍ତା ୧୮ ତାରିଖକୁ ଘୁଞ୍ଚିଛି।…