ସାନି NEET-UG ପାଇଁ ଆସିଲା ଆଡମିଟ୍ କାର୍ଡ । NTA ୱେବସାଇଟ୍ରେ ଜୁନ ୨୧ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି । ପୁନଃପରୀକ୍ଷା ପାଇଁ ପ୍ରାର୍ଥୀମାନେ ଏବେ ସରକାରୀ ୱେବସାଇଟ୍ neet.nta.nic.in କୁ ଯାଇ ସେମାନଙ୍କର ହଲ୍ ଟିକେଟ୍ ଡାଉନଲୋଡ୍ କରିପାରିବେ। Post navigation Govt Plans Rental Housing In Cities: ଭଡ଼ାଘର ଯୋଗାଇଦେବେ ରାଜ୍ୟ ସରକାର: କୃଷ୍ଣଚନ୍ଦ୍ର ମହାପାତ୍ର TMC Rebel MPs Merge with NCPI: NCPIରେ ମିଶିଲେ ଟିଏମ୍ସିର ବିଦ୍ରୋହୀ ୨୦ ସାଂସଦ