Tag: NEET-UG

NEET-UG ପରୀକ୍ଷା ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଆଜି ସୁପ୍ରିମକୋର୍ଟରେ ନିଟ୍ ୟୁଜି ପରୀକ୍ଷାର ଶୁଣାଣି ହେବାକୁଥିବା ବେଳେ ଶୁଣାଣି ପୂର୍ବରୁ କେନ୍ଦ୍ର ସରକାର ଓ NTA ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠରେ ବ୍ୟାପକ ଅନିୟମିତତା ହୋଇନଥିବା ଉଲ୍ଲେଖ ହୋଇଛି । ମେଡିକାଲ ପ୍ରବେଶିକା ପରୀକ୍ଷାକୁ…